ମୋଡ ବଦଳାଏ ବାପାଙ୍କ ମୃତୁ୍ୟ

୧୯୫୨ ମସିହା ଫେବୃଆରୀ ୬ରେ ହଠାତ୍‌ ମୃତୁ୍ୟହୁଏ କିଙ୍ଗ ଜର୍ଜ ଷଷ୍ଠଙ୍କର । ଯାହା ପୁରା ଦେଶକୁ ଦିଏ ଏକ ଦୁଃଖଦ ଝଟକା । ରାଜାଙ୍କ ମୃତୁ୍ୟରେ ପୂରା ଦେଶରେ ସବୁ କିଛି ଯେପରି ଠପ ହୋଇଯାଏ । ଖେଳ ଷ୍ଟାଡିୟମ, ସିନେମା ହଲ୍‌, ଥିଏଟର, ଠାରୁ ଆରମ୍ଭ କରି ଟେଲିଭିଜିନ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସବୁ ରେ ବିରାମ ଲାଗିଯାଏ । ରାଜାଙ୍କ ସମ୍ମାନରେ ବିଧାନସଭାକୁ ମଧ୍ୟ ବନ୍ଦ କରାଯାଏ । ସେହିସମୟରେ ସବୁଠାରୁ ଅଧିକ ଦୁଃଖରେ […]

Samaya Live Picture
Published On

୧୯୫୨ ମସିହା ଫେବୃଆରୀ ୬ରେ ହଠାତ୍‌ ମୃତୁ୍ୟହୁଏ କିଙ୍ଗ ଜର୍ଜ ଷଷ୍ଠଙ୍କର । ଯାହା ପୁରା ଦେଶକୁ ଦିଏ ଏକ ଦୁଃଖଦ ଝଟକା । ରାଜାଙ୍କ ମୃତୁ୍ୟରେ ପୂରା ଦେଶରେ ସବୁ କିଛି ଯେପରି ଠପ ହୋଇଯାଏ । ଖେଳ ଷ୍ଟାଡିୟମ, ସିନେମା ହଲ୍‌, ଥିଏଟର, ଠାରୁ ଆରମ୍ଭ କରି ଟେଲିଭିଜିନ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସବୁ ରେ ବିରାମ ଲାଗିଯାଏ ।

ମୋଡ ବଦଳାଏ ବାପାଙ୍କ ମୃତୁ୍ୟ

ରାଜାଙ୍କ ସମ୍ମାନରେ ବିଧାନସଭାକୁ ମଧ୍ୟ ବନ୍ଦ କରାଯାଏ । ସେହିସମୟରେ ସବୁଠାରୁ ଅଧିକ ଦୁଃଖରେ ଥାନ୍ତି ରାଜକୁମାରୀ ଏଲିଜାବେଥ୍‌ ବା ଭବିଷ୍ୟତ ରାଣୀ ଏଲିଜା ବେଥ୍‌ ୨ । ଏହାପରେ ରାଜକୁମାରୀଙ୍କ ଜୀବନରେ ଆସେ ବଡ଼ ପରିବର୍ତ୍ତନ । ହଠାତ୍‌ ଏଭଳି ଖବର ପାଇ ସେ ୧ଘଣ୍ଟା ଏକାନ୍ତରେ କାଟନ୍ତି । ହେଲେ ଏହାପରେ ବାପାଙ୍କର ମୃତୁ୍ୟରେ ମାତ୍ର ୨୫ ବର୍ଷ ବୟସରେ ବି ଏଲିଜା ବେଥ୍‌ ଦେଖାନ୍ତି ଅସୀମ ଧର୍ଯ୍ୟ ଓ ସାହସ । ସଙ୍ଗେସଙ୍ଗେ ଫେରି ଆସନ୍ତି ନିଜ ଘରକୁ ଏବଂ ସମ୍ଭାଳନ୍ତି ନିଜ ପରିବାରକୁ ।

ମୋଡ ବଦଳାଏ ବାପାଙ୍କ ମୃତୁ୍ୟ
ରାଜଗାଦି ପଛର କାହାଣୀ

୧୯୩୬ରେ ବ୍ରିଟେନ୍‌ କିଙ୍ଗ ପଞ୍ଚମଙ୍କର ପରଲୋକ ପରେ ରାଜ ଗାଡି ସମ୍ଭାଳିଥିଲେ ତାଙ୍କ ବଡ ପୁଅ । ହେଲେ ରାଜପରିବାର ପରମ୍ପରା ଅନୁସାରେ ତାଙ୍କୁ ତାଙ୍କ ରାଜଗାଦି ଛାଡିବାକୁ ପଡିଥିଲା । କାରଣ ଏଡୱାର୍ଡ ଅଷ୍ଟମ ଛାଡପାତ୍ର ନେଇଥିବା ଜଣେ ମହିଳାଙ୍କୁ ବିବାହ କରିଥିଲେ ।

ମୋଡ ବଦଳାଏ ବାପାଙ୍କ ମୃତୁ୍ୟ

ଯାହାର ବିରୋଧ ହେବା ସହ ତାଙ୍କୁ ଗାଦି ହରାଇବାକୁ ପଡିଥିଲା । ଏହାପରେ ଏଲିଜାବେଥ୍‌ଙ୍କ ପିତା ଆର୍ଲବର୍ଟଙ୍କୁ ମିଳିଥିଲା ରାଜଗାଦି । ଯାହାଫଳରେ ଆର୍ଲବର୍ଟଙ୍କ ପରେ ଏଲିଜାବେଥ୍‌ ହୋଇଥିଲେ ବ୍ରିଟେନର ରାଣୀ ।