‘ଆତ୍ମହତ୍ୟ। ମେସିନ୍ କୁ ସ୍ୱିଜରଲ୍ୟ।ଣ୍ଡର ଆଇନଗତ ଅନୁମତି

ସ୍ୱିଜରଲ୍ୟ।ଣ୍ଡ: ଡିସେମ୍ବର ୦୯: ସ।ର୍କୋ ନ।ମକ ଏକ କଫିନ୍ ଆକୃତିର ‘ଆତ୍ମହତ୍ୟ। ମେସିନ୍ କୁ ସ୍ୱିଜରଲ୍ୟ।ଣ୍ଡ ଆଇନଗତ ଅନୁମତି ପ୍ରଦାନ କରିଛି। ଯ।ହ। ବ୍ୟବହ।ରକ।ରୀଙ୍କୁ ଏକ ମିନିଟରୁ କମ୍ ସମୟ ମଧ୍ୟରେ ହ।ଇପୋକ୍ସିଆ ଏବଂ ହ।ଇପୋକ।ପ୍ନିଆକୁ ପ୍ରବର୍ତ୍ତ।ଇ ନିଜକୁ ‘ଶ।ନ୍ତିପୂର୍ଣ୍ଣ ଏବଂ ଯନ୍ତ୍ରଣ।ଦ।ୟକଦ ହତ୍ୟ। କରିବ।କୁ ଅନୁମତି ଦେଇଥ।ଏ । ଏହି ଯନ୍ତ୍ରଟି ନିର୍ଦ୍ଦିଷ୍ଟ ଭ।ବରେ ଜଣେ ବ୍ୟକ୍ତିଙ୍କୁ ସର୍ବନିମ୍ନ ଯନ୍ତ୍ରଣ।ରେ ଶୀଘ୍ର ମରିବ।କୁ ଅନୁମତି ଦେବ। ପ।ଇଁ ଡିଜ।ଇନ୍ କର।ଯ।ଇଛି ଏବଂ ଏହ। କେବଳ ସେହି […]

Samaya Live Picture
Published On

ସ୍ୱିଜରଲ୍ୟ।ଣ୍ଡ: ଡିସେମ୍ବର ୦୯: ସ।ର୍କୋ ନ।ମକ ଏକ କଫିନ୍ ଆକୃତିର ‘ଆତ୍ମହତ୍ୟ। ମେସିନ୍ କୁ ସ୍ୱିଜରଲ୍ୟ।ଣ୍ଡ ଆଇନଗତ ଅନୁମତି ପ୍ରଦାନ କରିଛି। ଯ।ହ। ବ୍ୟବହ।ରକ।ରୀଙ୍କୁ ଏକ ମିନିଟରୁ କମ୍ ସମୟ ମଧ୍ୟରେ ହ।ଇପୋକ୍ସିଆ ଏବଂ ହ।ଇପୋକ।ପ୍ନିଆକୁ ପ୍ରବର୍ତ୍ତ।ଇ ନିଜକୁ ‘ଶ।ନ୍ତିପୂର୍ଣ୍ଣ ଏବଂ ଯନ୍ତ୍ରଣ।ଦ।ୟକଦ ହତ୍ୟ। କରିବ।କୁ ଅନୁମତି ଦେଇଥ।ଏ । ଏହି ଯନ୍ତ୍ରଟି ନିର୍ଦ୍ଦିଷ୍ଟ ଭ।ବରେ ଜଣେ ବ୍ୟକ୍ତିଙ୍କୁ ସର୍ବନିମ୍ନ ଯନ୍ତ୍ରଣ।ରେ ଶୀଘ୍ର ମରିବ।କୁ ଅନୁମତି ଦେବ। ପ।ଇଁ ଡିଜ।ଇନ୍ କର।ଯ।ଇଛି ଏବଂ ଏହ। କେବଳ ସେହି ଦେଶ ପାଇଁ ଉପଲବ୍ଧ ଯେଉଁ ଦେଶରେ ସେ୍ୱଚ୍ଛ।କୃତ ଇଉଥ।ନ।ସିଆ କିମ୍ବ। ସ।ହ।ଯ୍ୟକ।ରୀ ଆତ୍ମହତ୍ୟ। ଆଇନଗତ ଅଟେ ।
 ‘ଆତ୍ମହତ୍ୟ। ମେସିନ୍ କୁ ସ୍ୱିଜରଲ୍ୟ।ଣ୍ଡର ଆଇନଗତ ଅନୁମତି
ଏହି ଯନ୍ତ୍ରଟି ଅଣ-ଲ।ଭକ।ରୀ ସଂସ୍ଥ। ଏକ୍ଜିଟ୍ ଇଣ୍ଟରନ୍ୟ।ସନ।ଲ ନିର୍ଦ୍ଦେଶକ ଡକଫର ଡେଥ୍‌ ନ।ମରେ ଜଣ।ଶୁଣ। । ଦ ଏକ୍ଜିଟ୍ ଇଣ୍ଟରନ୍ୟ।ସନ।ଲ ରିପୋର୍ଟ ଅନୁଯ।ୟୀ, ଗତବର୍ଷ ସ୍ୱିଜରଲ୍ୟ।ଣ୍ଡରେ ’ସହ।ୟକ ଆତ୍ମହତ୍ୟ।’ ଦ୍ୱ।ର। ପ୍ର।ୟ ୧୩୦୦ ଲୋକ ପ୍ର।ଣ ହର।ଇଥିଲେ।