ବିଜୁଙ୍କ ଅନୁଗତ ହିସାବରେ ରହିବି- ଦାମ

ଭୁବନେଶ୍ୱର,୨୨/୧: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ନେତା ଦାମ ରାଉତ। ସେ ପୁଣି ଏକ ବଡ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଦେଇ ଆସିଛି। ଜୀବନରେ କେବେ ବି ନବୀନ ବାବୁଙ୍କ ବିରୋଧ କରିନାହିଁ। ମୁଁ ବିଜେଡି ଲୋକ ଓ ଜଣେ ପୁରୁଖା ସଦସ୍ୟ। ତେବେ ମୁଁ ନିର୍ବାଚନ ଲଢିବି ନାହିଁ। କେବଳ ବିଜୁଙ୍କ ଅନୁଗତ ହିସାବରେ ରହିବି ବୋଲି ସେ […]

Samaya Live Picture
Published On

ଭୁବନେଶ୍ୱର,୨୨/୧: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ନେତା ଦାମ ରାଉତ। ସେ ପୁଣି ଏକ ବଡ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଦେଇ ଆସିଛି। ଜୀବନରେ କେବେ ବି ନବୀନ ବାବୁଙ୍କ ବିରୋଧ କରିନାହିଁ। ମୁଁ ବିଜେଡି ଲୋକ ଓ ଜଣେ ପୁରୁଖା ସଦସ୍ୟ। ତେବେ ମୁଁ ନିର୍ବାଚନ ଲଢିବି ନାହିଁ। କେବଳ ବିଜୁଙ୍କ ଅନୁଗତ ହିସାବରେ ରହିବି ବୋଲି ସେ କହିଛନ୍ତି।

Tags: