ବାଂଲଦେଶରେ ଭୟଙ୍କର ଟ୍ରେନ ଦୁର୍ଘଟଣା
ସମୟ ଲାଇଭ,୧୨/୧୧:ବାଂଲଦେଶର ରାଜଧାନୀ ଢାକା ଅଞ୍ଚଳରେ ଆଜି ଘଟିଯାଇଛି ଏକ ଭୟଙ୍କର ରେଳ ଦୁର୍ଘଟଣା ଯେଉଁଥିରେ ପାଖିପାଖି ୧୨ ଜଣଙ୍କ ମୃତ୍ୟୁ ହେବା ସହ ୧୦୦ ରୁ ଅଧିକା ଲୋକ ଆହତ ହୋଇଥିବା ଜଣାପଡିଛି। ଟ୍ରେନଟି ଟ୍ରାକ ବଦଳ କରୁଥିବା ବେଳେ ପଛରେ ଥିବା ଟ୍ରେନଟି ଆଗ ଟ୍ରେନକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଭୋର ୩ଟାରୁ ୪ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧରକାରୀ ଟିମ୍ ପହଞ୍ଚି ଆହତ […]
ସମୟ ଲାଇଭ,୧୨/୧୧:ବାଂଲଦେଶର ରାଜଧାନୀ ଢାକା ଅଞ୍ଚଳରେ ଆଜି ଘଟିଯାଇଛି ଏକ ଭୟଙ୍କର ରେଳ ଦୁର୍ଘଟଣା ଯେଉଁଥିରେ ପାଖିପାଖି ୧୨ ଜଣଙ୍କ ମୃତ୍ୟୁ ହେବା ସହ ୧୦୦ ରୁ ଅଧିକା ଲୋକ ଆହତ ହୋଇଥିବା ଜଣାପଡିଛି। ଟ୍ରେନଟି ଟ୍ରାକ ବଦଳ କରୁଥିବା ବେଳେ ପଛରେ ଥିବା ଟ୍ରେନଟି ଆଗ ଟ୍ରେନକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଭୋର ୩ଟାରୁ ୪ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧରକାରୀ ଟିମ୍ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରୁଛନ୍ତି। ଢ଼ାକା ବାଉଣ୍ଡ ସିଗନାଲ ଠିକ୍ ନରହିବାରୁ ପଛରେ ଯାଉଥିବା ଢ଼ାକା-ବାଉଣ୍ଡ ଟ୍ରେନଟି ଟ୍ରାକ ବଦଳ କରିବା ବେଳେ ଆଗରେ ଯାଉଥିବା ଟ୍ରେନକୁ ଧକ୍କା ଦେଇଥିବା ଜଣାପଡିଛି।

Tags:




