ପୋଲାଣ୍ଡ ଉପରେ ୟୁକ୍ରେନର କ୍ଷେପଣାସ୍ତ୍ର ହୋଇଥିଲା ମାଡ଼

ୱାରସ : ରୁଷ -ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୋଲାଣ୍ଡ ରେ ହୋଇଥିଲା କ୍ଷେପଣାସ୍ତ୍ର ମାଡ଼ Iଏଥିରେ ୨ ଜଣ ପୋଲାଣ୍ଡ ନାଗରିକଙ୍କ ର ମୄତ୍ୟୁ ଘଟିଥିଲା I ତେବେ ଏହି କ୍ଷେପଣାସ୍ତ୍ର ମାଡ଼ ରୁଷ ପକ୍ଷରୁ ୟୁକ୍ରେନ ଉପରେ ହେଉଥିବା ବେଳେ ଏହା ସୀମା ପାର କରି ପୋଲାଣ୍ଡ ରେ ପଡିଥିବା କଥା ଖବରରୁ ଜଣାପଡିଥିଲା I କ୍ଷେପଣାସ୍ତ୍ର ରୁଷ ନୁହଁ ବରଂ ୟୁକ୍ରେନ୍‌ ସେନା କରିଥିବା ଆମେରିକରା କହିଛି। ୟୁକ୍ରେନ୍‌ ସୀମାନ୍ତଠାରୁ ୧୫ କିଲୋମିଟର୍‌ ଦୂର […]

Samaya Live Picture
Published On

ୱାରସ : ରୁଷ -ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୋଲାଣ୍ଡ ରେ ହୋଇଥିଲା କ୍ଷେପଣାସ୍ତ୍ର ମାଡ଼ Iଏଥିରେ ୨ ଜଣ ପୋଲାଣ୍ଡ ନାଗରିକଙ୍କ ର ମୄତ୍ୟୁ ଘଟିଥିଲା I ତେବେ ଏହି କ୍ଷେପଣାସ୍ତ୍ର ମାଡ଼ ରୁଷ ପକ୍ଷରୁ ୟୁକ୍ରେନ ଉପରେ ହେଉଥିବା ବେଳେ ଏହା ସୀମା ପାର କରି ପୋଲାଣ୍ଡ ରେ ପଡିଥିବା କଥା ଖବରରୁ ଜଣାପଡିଥିଲା I କ୍ଷେପଣାସ୍ତ୍ର ରୁଷ ନୁହଁ ବରଂ ୟୁକ୍ରେନ୍‌ ସେନା କରିଥିବା ଆମେରିକରା କହିଛି। ୟୁକ୍ରେନ୍‌ ସୀମାନ୍ତଠାରୁ ୧୫ କିଲୋମିଟର୍‌ ଦୂର ପୋଲାଣ୍ଡ୍‌ରେ ଏହି ରୁଷୀୟ କ୍ଷେପଣାସ୍ତ୍ରଟି ପଡ଼ିଛି। ରୁଷ୍‌ ନିକ୍ଷେପ କରିଥିବା କ୍ଷେପଣାସ୍ତ୍ର ଆଡ଼କୁ ୟୁକ୍ରେନୀୟ ସୈନିକମାନେ ନିକ୍ଷେପ କରିଥିବା କ୍ଷେପଣାସ୍ତ୍ରଟି ପୋଲାଣ୍ଡ୍‌ରେ ପଡ଼ି ବିସ୍ଫୋରିତ ହୋଇଥିବା କଥା ଆମେରିକୀୟ ସରକାରୀମାନେ ସମ୍ବାଦ ସରବରାହ ସଂସ୍ଥାନ ‘ଏପି’କୁ କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ୩ଜଣ ସରକାରୀ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ଏପି’କୁ କହିଛନ୍ତି ଯେ, ପ୍ରାଥମିକ ଅନୁସନ୍ଧାନ ସୂଚାଉଛି ଯେ, ପୋଲାଣ୍ଡ୍‌ରେ ପଡ଼ିଥିବା କ୍ଷେପଣାସ୍ତ୍ରଟିକୁ ୟୁକ୍ରେନୀୟ ସେନା ଗୋଟାଏ ରୁଷୀୟ କ୍ଷେପଣାସ୍ତ୍ର ଆଡ଼କୁ ନିକ୍ଷେପ କରିଥିଲେ Iପୂର୍ବରୁ ଜଣେ ଉଚ୍ଚପଦସ୍ଥ ଆମେରିକୀୟ ଗୁଇନ୍ଦା ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ଏପି’କୁ କହିଥିଲେ ଯେ, ରୁଷୀୟ କ୍ଷେପଣାସ୍ତ୍ର ପୋଲାଣ୍ଡ୍‌ରେ ପଡ଼ିଛି।

Tags: