ମହିଳାଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୋଲିସର ନୂଆ ପଦକ୍ଷେପ

ସମୟ ଲାଇଭ,୨/୧: ମହିଳାମାନଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୋଲିସ ନେଇଛି ନୂଆ ପଦକ୍ଷେପ। ସ୍ୱତନ୍ତ୍ର ପୋଲିସ ଅଧିକାରୀ ବା ଏସପିଓ ଭାବେ ୨୫୦ ଜଣ ମହିଳାଙ୍କୁ ଗୁରୁବାର ନିଯୁକ୍ତ କରାଯାଇଛି। ଭୁବନେଶ୍ୱର କଲେଜ ଛାତ୍ରୀ ଓ ଆଇଟି କ୍ଷେତ୍ରରେ ମହିଳାଙ୍କୁ ନିଯୁକ୍ତି ମିଳିଛି। ତେବେ ଏନେଇ ଭୁବନଶ୍ୱରର କମିସନରେଟ୍ ପୋଲିସ କାର୍ଯ୍ୟଳୟରେ ଗୁରୁବାର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୫୦ ମହିଳାଙ୍କୁ ଏସପିଓ ଭାବେ ନିଯୁକ୍ତି ମିଳିଛି।

Samaya Live Picture
Published On