୩ ସଂଘୀୟ ଅଭିଯୋଗରେ ଦୋଷ ସ୍ବୀକାର ପାଇଁ ରାଜି ହେଲେ ବାଇଡେନଙ୍କ ପୁଅ ହଣ୍ଟର
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ ତାଙ୍କ ବିରୋଧରେ ଥିବା ୩ଟି ସଂଘୀୟ ଆୟକର ଅଭିଯୋଗରେ ଦୋଷ ସ୍ବୀକାର କରିବାପାଇଁ ରାଜି ହୋଇଛନ୍ତି। ଆୟକର ଟିକସ ଦେବାରେ ବିଫଳତା ନେଇ କ୍ଷମା ମାଗିବାପାଇଁ ହଣ୍ଟର ବାଇଡେନ ରାଜି ହୋଇଛନ୍ତି। ହଣ୍ଟର ବାଇଡେନ ମଧ୍ୟ ବେଆଇନ ଭାବେ ବନ୍ଧୁକ ରଖିଥିବା ସ୍ବୀକାର କରିଛନ୍ତି। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ବୋଲି ଜଣାପଡ଼ିଛି। ଡ୍ରଗ୍ ନେଉଥିବା ସତ୍ତ୍ବେ ସେ ବେଆଇନ […]
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ ତାଙ୍କ ବିରୋଧରେ ଥିବା ୩ଟି ସଂଘୀୟ ଆୟକର ଅଭିଯୋଗରେ ଦୋଷ ସ୍ବୀକାର କରିବାପାଇଁ ରାଜି ହୋଇଛନ୍ତି। ଆୟକର ଟିକସ ଦେବାରେ ବିଫଳତା ନେଇ କ୍ଷମା ମାଗିବାପାଇଁ ହଣ୍ଟର ବାଇଡେନ ରାଜି ହୋଇଛନ୍ତି। ହଣ୍ଟର ବାଇଡେନ ମଧ୍ୟ ବେଆଇନ ଭାବେ ବନ୍ଧୁକ ରଖିଥିବା ସ୍ବୀକାର କରିଛନ୍ତି। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ବୋଲି ଜଣାପଡ଼ିଛି। ଡ୍ରଗ୍ ନେଉଥିବା ସତ୍ତ୍ବେ ସେ ବେଆଇନ ଭାବେ ପାଖରେ ବନ୍ଧୁକ ରଖିଥିବା ସ୍ବୀକାର କରିଛନ୍ତି।




