ଗାଈ ଫାର୍ମରେ ବିସ୍ଫୋରଣ ଘଟି ୧୮ ହଜାର ଗାଈ ଜୀବନ୍ତ ଦଗ୍ଧ

ୱାସିଂଟନ୍ : ପଶ୍ଚିମ ଟେକ୍ସାସର ଏକ ଗାଈ ଫାର୍ମରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ଏହାଫଳରେ ଫାର୍ମରେ ନିଆଁ ଲାଗିଯିବା ଯୋଗୁଁ ୧୮ ହଜାର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସୋମବାର ସନ୍ଧ୍ୟାରେ ଟେକ୍ସାସ ଡିମ୍ମିଟର ଦକ୍ଷିଣ ଫୋର୍କ ଗାଈ ଫାର୍ମରେ ଏହି ବିସ୍ଫୋରଣ ହୋଇଥିଲା। ସଙ୍ଗେସଙ୍ଗେ ନିଆଁ ଚାରି ଆଡ଼କୁ ବ୍ୟାପିଯାଇଥିଲା। ଏହି ବସ୍ଫୋରଣରେ ଫାର୍ମର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Samaya Live Picture
Published On

Tags: