World Hepatitis Day
ସ୍ୱାସ୍ଥ  Feature 

ବିଶ୍ୱ ହେପାଟାଇଟିସ୍‌ ଦିବସ

ବିଶ୍ୱ ହେପାଟାଇଟିସ୍‌ ଦିବସ ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ହେପାଟାଇଟିସ୍‌ ଦିବସ । ଏହି ଦିବସ ପାଳନର ଏକମାତ୍ର ଉଦ୍ଦେଶ୍ୟ ଲୋକମାନଙ୍କ ଭିତରେ ଏହି ରୋଗକୁ ନେଇ ସଚେତନତା ସୃଷ୍ଟି କରିବା । ଏହାର ଅନେକ ପ୍ରକାର ରହିଥାଏ ଯଥା ହେପାଟାଇଟିସ ଏ,ବି,ସି, ଡି ଏବଂ ଇ । ଏହି ରୋଗରେ ପ୍ରତିବର୍ଷ ଅନେକ ଲୋକ ପୀଡିତ ହେବା ସହିତ ପ୍ରାଣ ମଧ୍ୟ ହରାଇଥାଆନ୍ତି । କିଛି ଦେଶରେ ଏହା ଗମ୍ଭୀର ରୋଗର କାରଣ ମଧ୍ୟ ସାଜିଥାଏ […]
Read More...

Advertisement