World Health Organisation
ବିଶ୍ବ 

ଭାରତରେ ସର୍ବାଧିକ କରୋନା ମୃତ୍ୟୁ ସଂଖ୍ୟା: କହିଲା ଡବ୍ଲଏଚଓ

ଭାରତରେ ସର୍ବାଧିକ କରୋନା ମୃତ୍ୟୁ ସଂଖ୍ୟା: କହିଲା ଡବ୍ଲଏଚଓ ନୂଆଦିଲ୍ଲୀ: ମଇ ୦୬: କରୋନା ମୃତ୍ୟୁ ହାରକୁ ନେଇ ଡବ୍ଲìଏଚଓର ବୟାନ । ଏହି ବୟାନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦାବି ଉପରେ ପ୍ରଶ୍ନ ଉଠାଇଛି ଭାରତ । କୋଭିଡ୍‌ ମତକଙ୍କ ସଂଖ୍ୟା ଆକଳନରେ ଭାରତ ଆଗୁଆ ଥିବା ନେଇ କହିଛି ଡବ୍ଲìଏଚଓ । ତେବେ ଏହି ଦାବିକୁ ଖଣ୍ଡନ କରିବା ସହ ଏହା ସଠିକ୍ ନୁହେଁ ବୋଲି ଭାରତ କହିଛି। ଏହାସହ ଡବ୍ଲìଏଚଓର ଡାଟା ସଂଗ୍ରହ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରଶ୍ନ […]
Read More...
ଦେଶ- ବିଦେଶ 

ଗୁଜରାଟରୁ କରୋନାର ନୂଆ ପ୍ରଜାତି ‘ଏକ୍‌ସଇ ଭାଇରସ୍‌’ ଚିହ୍ନଟ

ଗୁଜରାଟରୁ କରୋନାର ନୂଆ ପ୍ରଜାତି ‘ଏକ୍‌ସଇ ଭାଇରସ୍‌’ ଚିହ୍ନଟ ଦିଲ୍ଲୀ: ଏପ୍ରିଲ ୦୯: ଗୁଜରାଟରୁ ଏକ ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇଛି । ବିଶ୍ୱରେ ଏହି ଭୂତାଣୁ ସଂକ୍ରମଣ ଅତି ସ୍ୱଳ୍ପ ଥିବା କଥା ଜଣାପଡ଼ିଛି । ନୂଆ ଭୂତାଣୁର ନାମ ‘ଏକ୍‌ସଇ’ । ଭାରତର ଏହି ପ୍ରଥମ କୋଭିଡ ମାମଲା ଗୁଜରାଟର ଜଣେ ବରିଷ୍ଠ ବ୍ୟକ୍ତିଙ୍କୁ ହୋଇଛି ବୋଲି ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ତାଙ୍କୁ ମାର୍ଚ୍ଚ ୧୩ ତାରିଖରେ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା କଥା ଜଣାପଡ଼ିଥିଲା । ଉକ୍ତ ରୋଗୀ ଜଣଙ୍କ […]
Read More...
ଓଡ଼ିଶା 

ରୁଷର କରୋନା ଟୀକା: ପ୍ରମାଣ ମାଗିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ରୁଷର କରୋନା ଟୀକା: ପ୍ରମାଣ ମାଗିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନୂଆଦିଲ୍ଲୀ:ଅଗଷ୍ଟ ୧୨: କରୋନାର ମୁକାବିଲା ପାଇଁ ରୁଷ ବାହାର କରିଥିବା ଟୀକା ନେଇ ଖବର ପ୍ରକାଶିତ ହେବାପରେ ସାରା ବିଶ୍ୱରେ ଆଶ୍ୱସ୍ତି ପ୍ରକାଶ ପାଇଥିଲା । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଏହା ଉପରେ ପ୍ରଶ୍ନ ଉଠାଇଛି । ଟୀକାର କାର୍ଯ୍ୟକାରିତା ବା ସଫଳତା ନେଇ ପ୍ରମାଣ ମାଗିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ଜୀବାଣୁ ଟିକା ତିଆରି କରିବା ନେଇ ରୁଷ ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇଥିବା ନେଇ ନିଜେ ନିଜକୁ ଘୋଷଣା କରିଦେଇଛି […]
Read More...
ଓଡ଼ିଶା 

ମାସ୍କ ପିନ୍ଧିବାକୁ WHOର ନୂଆ ଗାଇଡଲାଇନ; ଅଧିକ ସଂକ୍ରମିତ ସ୍ଥାନରେ ଗ୍ରେଡ୍‌ ମାସ୍କ ଜରୁରୀ; ଗୋଷ୍ଠୀ ସଂକ୍ରମଣ ହେଲେ ସାଧାରଣ ଲୋକ ବି ପିନ୍ଧିବେ

ମାସ୍କ ପିନ୍ଧିବାକୁ WHOର ନୂଆ ଗାଇଡଲାଇନ; ଅଧିକ ସଂକ୍ରମିତ ସ୍ଥାନରେ ଗ୍ରେଡ୍‌ ମାସ୍କ ଜରୁରୀ; ଗୋଷ୍ଠୀ ସଂକ୍ରମଣ ହେଲେ ସାଧାରଣ ଲୋକ ବି ପିନ୍ଧିବେ ଭୁବନେଶ୍ୱର:ଜୁନ ୬: କରୋନା ସଂକ୍ରମଣ ରୋକିବା ଲାଗି ମାସ୍କ ପିନ୍ଧିବା ନେଇ ବିଶ୍ୱ ସ୍ୱାସ୍ଥ୍ୟେ ସଂଗଠନ (WHO) ନୂଆ ଗାଇଡ୍‌ଲାଇନ ଜାରି କରିଛି । ସର୍ବାଧିକ ସଂକ୍ରମିତ ଜାଗାରେ ରୋଗୀଙ୍କ ସହ ହସ୍ପିଟାଲର ସବୁ କର୍ମଚାରୀ ଗ୍ରେଡ୍‌ ମାସ୍କ ବ୍ୟବହାର ଜରୁରୀ ବୋଲି WHO କହିଛି । ହସ୍ପିଟାଲରେ କାର୍ଯ୍ୟରତ ସଫେଇ କର୍ମଚାରୀ ମଧ୍ୟ ଗ୍ରେଡ୍‌ ମାସ୍କ ପିନ୍ଧିବା ଆବଶ୍ୟକ । ଏପରି କି କୋଭିଡ୍‌-୧୯ ସଂକ୍ରମଣ ୱାର୍ଡରେ କାର୍ଯ୍ୟକରୁନଥିବା ଡାକ୍ତର, ନର୍ସ ଓ ସମସ୍ତ ସ୍ୱାସ୍ଥ୍ୟ […]
Read More...
ଦେଶ- ବିଦେଶ  ଓଡ଼ିଶା 

ଡ଼. ହର୍ଷବର୍ଦ୍ଧନ ‘ହୁ’ର କାର୍ଯ୍ୟକାରୀ ବୋର୍ଡ଼ ଅଧ୍ୟକ୍ଷ

ଡ଼. ହର୍ଷବର୍ଦ୍ଧନ ‘ହୁ’ର କାର୍ଯ୍ୟକାରୀ ବୋର୍ଡ଼ ଅଧ୍ୟକ୍ଷ Edited by Papu Mohanty ଭୁବନେଶ୍ୱର : May 20: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ହଷବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)ର ପରବର୍ତ୍ତୀ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ହେବେ ।ଆସନ୍ତା ୨୨ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କାର୍ଯ୍ୟକାରୀ ବୋର୍ଡ଼ ଅଧ୍ୟକ୍ଷ ଭାବରେ ସେ ଦାୟିତ୍ୱ ନେବେ । ତିନି ବର୍ଷ ପାଇଁ ଡ଼. ହର୍ଷବର୍ଦ୍ଧନ ଏହି ପଦରେ ରହିବେ । ସୋମବାରଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟାଳୟରେ ବାର୍ଷିକ ବୈଠକ ଅନୁଷ୍ଠିତ ହେଉଛି । ଭାରତ […]
Read More...

Advertisement