world’s most ‘talented’ student
ବିଶ୍ବ 

ବିଶ୍ୱର ‘ପ୍ରତିଭାଶାଳୀ ବିଦ୍ୟାର୍ଥୀ’ର ସମ୍ମାନ ପାଇଲେ ଭାରତୀୟ ବଂଶୋଦ୍ଭବ ନତାଶା

ବିଶ୍ୱର ‘ପ୍ରତିଭାଶାଳୀ ବିଦ୍ୟାର୍ଥୀ’ର ସମ୍ମାନ ପାଇଲେ ଭାରତୀୟ ବଂଶୋଦ୍ଭବ ନତାଶା ଦିଲ୍ଲୀ: ଅଗଷ୍ଟ ୪: ୧୧ ବର୍ଷ ବୟସ୍କ ଭାରତୀୟ ବଶଂଜ ଆମେରିକୀୟ ନତାଶା ପେରି ବିଶ୍ୱର ‘ପ୍ରତିଭାଶାଳୀ ବିଦ୍ୟାର୍ଥୀ’ର ସମ୍ମାନ ପାଇଛନ୍ତି । ଏହି ସମ୍ମାନ ଆମେରିକା ବିଶ୍ୱବିଦ୍ୟାଳୟ ପ୍ରଦାନ କରିଛି । ନୁ୍ୟଜର୍ସିରେ ଥିବା ଥେଲମା ଏଲ୍‌. ସାଣ୍ଡମିର ଏଲିମେଣ୍ଟାରୀ ସ୍କୁଲର ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ନତାଶା ଏସ୍‌ଏଟି (ସ୍କୋଲାଷ୍ଟିକ୍‌ ଆସେସମେଣ୍ଟ ଟେଷ୍ଟ) ଏବଂ ଏସିଟି (ଆମେରିକୀୟ କଲେଜ ଟେଷ୍ଟିଂ) ମାନକ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ଏହି ସମ୍ମାନର ଅଧିକାରୀ ହୋଇଛନ୍ତି । ୮୪ […]
Read More...

Advertisement