WON 25 CRORE LOTTERY
ଦେଶ- ବିଦେଶ 

ଯେତେବେଳେ ଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ ..୫୦୦ ଟଙ୍କାର ଲଟେରୀ କିଣି ୨୫ କୋଟି ଜିତିଲେ ଅଟୋ ଚାଳକ

ଯେତେବେଳେ ଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ ..୫୦୦ ଟଙ୍କାର ଲଟେରୀ କିଣି ୨୫ କୋଟି ଜିତିଲେ ଅଟୋ ଚାଳକ ଥିରୁଅନନ୍ତପୁରମ : ଯେତେବେଳେ ମା’ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ,ସେତେବେଳେ ରଙ୍କ ବି ରାଜା ହୋଇଯାଏ I ଆଉ ରାତାରାତି ବଦଳି ଯାଏ ଭାଗ୍ୟ। ଏମିତି କିଛି ଘଟିଛି କେରଳ ଥିରୁଅନନ୍ତପୁରମରେ I ରାତାରାତି ଭାଗ୍ୟ ବଦଳାଇଦେଲା ଅଟୋଚାଳକଙ୍କ ଭାଗ୍ୟ I ମାତ୍ର ୫ଶହ ଟଙ୍କାର ଲଟେରୀ ଟିକେଟ୍‌ କିଣି ସେ ଏବେ ହୋଇଯାଇଛନ୍ତି କୋଟିପତି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ୫ ଶହ ଟଙ୍କାର ଲଟେରୀ ଟିକେଟ୍‌ ଏବେ ଅଟୋରିକ୍ସା ଚାଳକ ଅନୁପଙ୍କ ଭାଗ୍ୟ […]
Read More...

Advertisement