Women will also be inducted under the Agnipath scheme
ଦେଶ- ବିଦେଶ 

ଆରମ୍ଭ ହେଲା ଭାରତୀୟ ସେନାର ନୂଆ ନିୟୁକ୍ତି ‘ଅଗ୍ନିପଥ’

ଆରମ୍ଭ ହେଲା ଭାରତୀୟ ସେନାର ନୂଆ ନିୟୁକ୍ତି ‘ଅଗ୍ନିପଥ’ ଦିଲ୍ଲୀ: ଜୁନ୍‌ ୧୪: ସେନାରେ ଭର୍ତ୍ତି ହେବା ପାଇଁ ଭାରତ ସରକାର ଆଜି ‘ଅଗ୍ନିପଥ’ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧିନରେ ଭାରତୀୟ ଯୁବକ ସ୍ଥଳସେନା, ନୌସେନା ଓ ବାୟୁସେନାରେ ଯୋଗ ଦେଇ ଦେଶ ପାଇଁ ସୁଯୋଗ ମିଳିବ । ଯାହାକୁ ‘ଟୁର୍‌ ଅଫ୍‌ ଡୁ୍ୟଟି’କୁହାଯାଉଛି । ମହିଳାମାନେ ମଧ୍ୟ ଏହି ଅଗ୍ନିପଥ ଯୋଜନାରେ ନିୟୁକ୍ତି ପାଇବେ । ଯୋଜନା ଅଧୀନରେ ଭର୍ତ୍ତି ହୋଇଥିବା ୮୦% ଯୁବକଙ୍କୁ ଏଥିରୁ ବିରାମ ଦିଆଯିବ । ହେଲେ […]
Read More...

Advertisement