women hockey
ଖେଳ 

ଭାରତୀୟ ମହିଳା ହକି ଟିମରେ ଓଡିଆ ଝିଅଙ୍କ କମାଲ

ଭାରତୀୟ ମହିଳା ହକି ଟିମରେ ଓଡିଆ ଝିଅଙ୍କ କମାଲ ନୂଆଦିଲ୍ଲୀ: ଜୁନ ୨୪: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ପାଇଁ ଘୋଷଣା ହୋଇଛି । ଭାରତୀୟ ମହିଳା ହକି ଟିମ୍‌ ର ୧୮ ଜଣିଆ ଟିମରେ ଓଡିଆ ଝିଅ ଦୀପ୍‌ ଗ୍ରେସ ଏMାଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଦୀପ ଗ୍ରେସ୍‌ ଏMାଙ୍କୁ ଭାରତୀୟ ମହିଳା ହକି ଟିମ୍‌ ର ଉପ ଅଧିନାୟକ ଭାବେ ଚୟନ କରାଯାଇଛି । ଏଥିପାଇଁ ଟ୍ୱିଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବିତା ପୁନିଆଙ୍କୁ କ୍ୟାପଟେନ ଦାୟିତ୍ୱ […]
Read More...

Advertisement