women hockey team
ଓଡ଼ିଶା 

ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ

ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଭୁବନେଶ୍ୱର:ଅଗଷ୍ଟ ୧୭ : ଟୋକିଓ ଅଲମ୍ପିକ୍ସ ୨୦୨୧ରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳ ଏବଂ ପ୍ରଥମ ଥର ସେମିଫାଇନାଲ ରାଉଣ୍ଡକୁ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଦଳକୁ ସମ୍ବର୍ଦ୍ଧନା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରିଥିଲେ । ଆଜି ସକାଳ ପ୍ରାୟ ୧୧ଟା ସମୟରେ ଉଭୟ ପୁରୁଷ ଓ ମହିଳା ହକି ଦଳ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଞ୍ଚିଥିଲେ । ସେଠାରେ ତାଙ୍କୁ ଭବ୍ୟ […]
Read More...
ଖେଳ 

ଭାରତର ମହିଳା ହକିରେ ବ୍ରୋଞ୍ଜ ପଦକର ଆଶା ମଉଳିଲା, ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପରାସ୍ତ ହେଲା ଦଳ

ଭାରତର ମହିଳା ହକିରେ ବ୍ରୋଞ୍ଜ ପଦକର ଆଶା ମଉଳିଲା, ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପରାସ୍ତ ହେଲା ଦଳ ଦିଲ୍ଲୀ: ଅଗଷ୍ଟ ୬: ଆଜି ହୋଇଥିବା ହକି ମ୍ୟାଚରେ ଭାରତୀୟ ମହିଳା ହକି ଦଳ ଗ୍ରେଟ୍‌ ବ୍ରିଟେନଠାରୁ ପରାସ୍ତ ହୋଇ ନିଜ ଅଭିଯାନ ଟୋକିଓ ଅଲମ୍ପିକ୍ସ ମହାସମରରୁ ଶେଷ କରିଛି । ୪-୩ ଗୋଲ୍‌ରେ ରିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଗ୍ରେଟ ବ୍ରିଟେନ୍‌ ଭାରତକୁ ପରାସ୍ତ କରିଛି । ଏହାସହ ଭାରତୀୟ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ଭଲ ପଦର୍ଶନ କରି ବ୍ରୋଞ୍ଜ ପଦକ ସକାଶେ ଖେଳିଥିଲେ । ଖେଳ […]
Read More...
ଖେଳ 

ହକିରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ମଉଳିଲା, ଆର୍ଜେଣ୍ଟିନାଠୁ ହାରିଲା ଭାରତୀୟ ମହିଳା ହକି ଦଳ

ହକିରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ମଉଳିଲା, ଆର୍ଜେଣ୍ଟିନାଠୁ ହାରିଲା ଭାରତୀୟ ମହିଳା ହକି ଦଳ ଭୁବନେଶ୍ୱର:ଅଗଷ୍ଟ ୪: ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମଥର ସେମି ଫାଇଲାନକୁ ପ୍ରବେଶ କରିଥିବା ମହିଳା ଭାରତୀୟ ହକି ଦଳ ଆଜି ଆର୍ଜେଣ୍ଟିନା ଠାରୁ ପରାସ୍ତ ହୋଇଛି । ଆର୍ଜେଣ୍ଟିନା ଭାରତକୁ ୨-୧ରେ ହରାଇ ଫାଇନାଲ୍‌କୁ ପ୍ରବେଶ କରିଛି । ତେବେ ଭାରତୀୟ ମହିଳା ଦଳ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବେ । ଆସନ୍ତା ୬ ତାରିଖରେ ସମୟ ସକାଳ ୭ଟାରେ ଭାରତୀୟ ଦଳ ଗ୍ରେଟ୍‌ ବ୍ରିଟେନ୍‌ ଦଳକୁ ଭେଟିବ । ମ୍ୟାଚ୍‌ ଆରମ୍ଭରୁ ଭାରତୀୟ […]
Read More...

Advertisement