Women & Child Development (W&CD)
ଓଡ଼ିଶା 

ଜେଲ୍‌ର ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ, ଅଧିକ ଶିଶୁ ଥିବା ଜେଲ୍‌ରେ ଖୋଲିବ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର

ଜେଲ୍‌ର ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ, ଅଧିକ ଶିଶୁ ଥିବା ଜେଲ୍‌ରେ ଖୋଲିବ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ଭୁବନେଶ୍ୱର : ମାର୍ଚ୍ଚ ୨୪: ଏବେ ଜେଲରେ ନିଜ ପିତାମାତାଙ୍କ ସହ ରହୁଥିବା ଶିଶୁଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି । ଉକ୍ତ ଗାଇଡ୍‌ଲାଇନରେ ଶିଶୁ କଲ୍ୟାଣକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଶିଶୁଙ୍କ ଉତ୍ତମ ଭବିଷ୍ୟ ଓ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଆହୁରି ମଧ୍ୟ ଅନେକ ସୁବିଧା ସୁଯୋଗ ରହିଛି । ତାହା ହେଲା- * ଯଦି ଶିଶୁଟି ଜେଲ୍‌ […]
Read More...

Advertisement