Woman's skeleton found in Nuapada
ଜିଲ୍ଲା  ଅପରାଧ 

ଯୁବତୀଙ୍କ ନରକଙ୍କାଳ ଉଦ୍ଧାର ଘଟଣା: ମୃତକଙ୍କ ଭାଇ ସମେତ ୪ ଗିରଫ, ମୃତ ଯୁବତୀଙ୍କ ଶିଶୁକନ୍ୟା ସୁରକ୍ଷିତ

ଯୁବତୀଙ୍କ ନରକଙ୍କାଳ ଉଦ୍ଧାର ଘଟଣା:  ମୃତକଙ୍କ ଭାଇ ସମେତ ୪ ଗିରଫ, ମୃତ ଯୁବତୀଙ୍କ ଶିଶୁକନ୍ୟା ସୁରକ୍ଷିତ ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟରୁ ଯୁବତୀଙ୍କ କଙ୍କାଳ ଉଦ୍ଧାର କରିବାର ୬ ଦିନ ପରେ ଘଟଣାର ପର୍ଦ୍ଦାଫାସ ହୋଇଛି । ଅବିବାହିତା ଥିବା ଏହି ଯୁବତୀ ଏକ କନ୍ୟା ସନ୍ତାନ ଜନ୍ମଦେବାରୁ ତାଙ୍କୁ ତଣ୍ଟଚିପି ହତ୍ୟା କରାଯାଇଥିବା ପୁଲିସ କହିଛି । ହତ୍ୟା ଅଭିଯୋଗରେ ଯୁବତୀଙ୍କ ଭାଇ ନେତ୍ରା ଶଗରିଆ (୨୬ବର୍ଷ), ପ୍ରେମିକ ଉମାଶଙ୍କର ପାଣିଗ୍ରାହୀ (ବାପୀ)ଙ୍କ ଏବଂ ୨ ଜଣ ସହଯୋଗୀ ସୁକଲ ଦାସ (୬୧ବର୍ଷ) ଓ ଭବାନୀଶଙ୍କର ପାଣିଗ୍ରାହୀ […]
Read More...

Advertisement