Woman donate plasma in Odisha
ଓଡ଼ିଶା 

ପ୍ଲାଜମା ଦେଲେ ରାଜ୍ୟର ପ୍ରଥମ ମହିଳା

ପ୍ଲାଜମା ଦେଲେ ରାଜ୍ୟର ପ୍ରଥମ ମହିଳା ଭୁବନେଶ୍ୱର : ଜୁଲାଇ ୨୯:କରୋନାରେ ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ଏବେ ବେଶ ଆବଶ୍ୟକୀୟ ଓ ଶକ୍ତିଦାୟକ ମାଧ୍ୟମ ହୋଇଥିଲାବେଳେ ଏଥିପାଇଁ ରାଜ୍ୟସରକାର ପ୍ଲାଜବା ବ୍ୟାଙ୍କ ମାନ ସ୍ଥାପନ କରିଛନ୍ତି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚତୁର୍ଥ ପ୍ଲାଜମା ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ ମଧ୍ୟ କରିଛନ୍ତି । ପ୍ଲାଜମା ଦାନ ପାଇଁ ଲୋକଙ୍କୁ ଉସିାହିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରଥମ ମହିଳାଭାବେ କଟକ ଏସ୍‌ସିବି ମେଡିକାଲର ଜଣେ ଛାତ୍ରୀ […]
Read More...

Advertisement