WITHIN 8 HOUR
ଦେଶ- ବିଦେଶ  ଅପରାଧ 

ଉଧମପୁର : ୮ ଘଣ୍ଟା ମଧ୍ୟରେ ଦୁଇଟି ବସ୍‌ରେ ବିସ୍ଫୋରଣ

ଉଧମପୁର : ୮ ଘଣ୍ଟା ମଧ୍ୟରେ ଦୁଇଟି ବସ୍‌ରେ ବିସ୍ଫୋରଣ ଜାମ୍ମୁ:ଆଠ ଘଣ୍ଟା ମଧ୍ୟରେ ଉଦ୍ଧମପୁରରେ ଦ୍ଵିତୀୟ ଥର ପାଇଁ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଏକ ବସରେ ହୋଇଥିବାବେଳେ ଏଥିରେ କେହି ମୃତାହତ ହୋଇନାହାନ୍ତି I ବସଷ୍ଟାଣ୍ଡର ପାର୍କିଂରେ ଥିବାବେଳେ ଗୁରୁବାର ସକାଳ ପ୍ରାୟ ୫ :୪୦ ସମୟରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ବସଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି I ବସଟି ନିକଟସ୍ଥ ରାମନଗରରୁ ଉଦୟପୁର ଯାଏ ସେବା ଯୋଗାଇ ଥାଏ। ରାତିରେ କାମ ସରିବା ପରେ ବସକୁ ଷ୍ଟାଣ୍ଡରେ ରଖାଯାଇଥିଲା। ହେଲେ ଆଜି […]
Read More...

Advertisement