with sanitizer
ଓଡ଼ିଶା  ଅପରାଧ 

ଯୌତୁକ ପାଇଁ ସ୍ତ୍ରୀଙ୍କୁ ସାନିଟାଇଜର ଢାଳି ହତ୍ୟା ଉଦ୍ୟମ କଲା ସ୍ୱାମୀ

ଯୌତୁକ ପାଇଁ ସ୍ତ୍ରୀଙ୍କୁ ସାନିଟାଇଜର ଢାଳି ହତ୍ୟା ଉଦ୍ୟମ କଲା ସ୍ୱାମୀ ବ୍ରହ୍ମପୁର : ଯୌତୁକ ଲୋଭ ଯେ କେତେ ମାରାତ୍ମକ ହୋଇପାରେ ଏଇଠୁ ଜଣାପଡୁଛି I ଯୌତୁକ ଯୁଇରେ ଜଳି ଗୁରୁତର ହୋଇଛନ୍ତି ସ୍ତ୍ରୀ ଜଣକ I ଘଟଣା ଘଟିଛି ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମ ମାଝି ସାହିରେ I ଅଧିକ ଯୌତୁକ ପାଇଁ ନରପିଶାଚ ସ୍ୱାମୀ ସଞ୍ଜୟ ପ୍ରଧାନ ତାଙ୍କ ସ୍ତ୍ରୀ ରୀତା ପ୍ରଧାନଙ୍କୁ ସାନିଟାଇଜର ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଜୀବନ ବିକଳରେ ରୀତା ବାହାରକୁ ଦୌଡ଼ି ଚାଲିଆସି […]
Read More...

Advertisement