winter session of the Odisha Assembly
ଓଡ଼ିଶା 

ବିରୋଧୀଙ୍କ ବିକ୍ଷୋଭ ଯୋଗୁଁ ବିଧାନସଭା ସଭା ଗୃହ ଅପରାହ୍ନ ୪ଟା ଯାଏ ମୁଲତବୀ

ବିରୋଧୀଙ୍କ ବିକ୍ଷୋଭ ଯୋଗୁଁ ବିଧାନସଭା ସଭା ଗୃହ ଅପରାହ୍ନ ୪ଟା ଯାଏ ମୁଲତବୀ ଭୁବନେଶ୍ୱର: ଡିସେମ୍ବର ୦୮: ଆଜି ଷଷ୍ଠ ଦିନରେ ମଧ୍ୟ ବିଧାନସଭା ଗୃହରେ ସମାନ ପରିସ୍ଥିତି ଦେଖାଯାଇଛି । ସଭା ଆରମ୍ଭରୁ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗ ନେଇ ଗୃହରେ ବିରୋଧୀ ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ରଖିଛନ୍ତି । ବିଧାନସାରେ ବିରୋଧୀ ହୋହାଲ୍ଲା ସହିତ ପ୍ଲା-କାର୍ଡ ଧରି ନାରାବାଜି କରିଥିଲେ । ଯାହାକୁ ନେଇ ଗୃହକୁ ଦିନ ସାଢେ ୧୧ଟା ଯାଏ ମୁଲତବୀ ରଖିଥିଲେ ବାଚସ୍ପତି […]
Read More...

Advertisement