wine trade is increasing in Boudh
ଜିଲ୍ଲା 

ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଉଛି କୁଚିଆ ମଦ କାରବାର

ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଉଛି କୁଚିଆ ମଦ କାରବାର ବୌଦ୍ଧ: ବୌଦ୍ଧ ଏକ କୃଷିପ୍ରଧାନ ଜିଲ୍ଲା ଅଟେ । ଜିଲ୍ଲାର ୮୦ ପ୍ରତିଶତ ଲୋକ ଚାଷ ଓ ମୁଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି । ଜିଲ୍ଲା ୩ ଗୋଟି ବ୍ଳକ ଓ ଗୋଟିଏ ଏନଏସିକୁ ନେଇ ଗଠିତ । ଜିଲ୍ଲାଟି ରାଜ୍ୟ ଭୌଗୋଳିକ ମାନଚିତ୍ରରେ ମଧ୍ୟସ୍ଥଳରେ ଅବସ୍ଥିତ ହୋଇଥିବା ବେଳେ କି;ୁ ଜିଲ୍ଲାରେ ବର୍ତ୍ତମାନ ମଦ ଓ ଗଂଜେଇ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ୨୫ରୁ ଉର୍ଦ୍ଧ୍ୱ ଦେଶୀମଦ […]
Read More...

Advertisement