will present ED today
ଓଡ଼ିଶା  ଅପରାଧ 

ଆଜି ଇଡ଼ିରେ ହାଜର ହେବେ ସିନେ ପ୍ରଯୋଜକ ଅକ୍ଷୟ ପରିଜା

ଆଜି ଇଡ଼ିରେ ହାଜର ହେବେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଭୁବନେଶ୍ୱର : ଆଜି ଦିନ ୨ଟାରେ ଇଡି କାର୍ଯ୍ୟାଳୟରେ ହାଜର ହେବେ ସିନେ ପ୍ରଯୋଜକ ଅକ୍ଷୟ ପରିଜା I ଅର୍ଚ୍ଚନା ନାଗ ମାମଲାରେ ପ୍ରଭୁରୁ ଇଡି ସମନ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ସେ ପହଞ୍ଚି ପାରିନଥିଲେ ବୋଲି ସୂଚନା ରହିଥିଲା I ଅନ୍ୟପକ୍ଷରେ ତାଙ୍କ ଓକିଲ ଆକାଶ ଭୂୟାଁ ଇଡି କାର୍ଯ୍ୟାଳୟରେ ହାଜର ହୋଇ ପକ୍ଷ ରଖିଥିଲେ I ଏହା ସହ ସ୍ବାସ୍ଥ୍ୟଗତ କାରଣରୁ ଅକ୍ଷୟ ପରିଜାଙ୍କୁ ଆଉ କିଛି ଦିନ ସମୟ ଦେବାକୁ […]
Read More...

Advertisement