wife and son killed-fathe
ଦେଶ- ବିଦେଶ  ଅପରାଧ 

ଶ୍ରଦ୍ଧା ମର୍ଡର ପାର୍ଟ-୨, ପୁଅ ସହ ମିଶି ସ୍ୱାମୀକୁ ୨୨ ଖଣ୍ଡ କଲା ସ୍ତ୍ରୀ

ଶ୍ରଦ୍ଧା ମର୍ଡର ପାର୍ଟ-୨, ପୁଅ ସହ ମିଶି ସ୍ୱାମୀକୁ ୨୨ ଖଣ୍ଡ କଲା ସ୍ତ୍ରୀ ନୂଆଦିଲ୍ଲୀ : ଦିଲ୍ଲୀ ରେ ଶ୍ରଦ୍ଧା ହତ୍ୟାକାଣ୍ଡ ର ପୁନରାବୃତି I ଦିଲ୍ଲୀ ସ୍ଥିତ ତ୍ରିଲୋକପୁରୀର ପାଣ୍ଡବ ନଗର ପୋଲିସ ଷ୍ଟେସନ ଅଞ୍ଚଳରୁ ମଣିଷ ଶରୀରର ଖଣ୍ଡ ବିଖଣ୍ଡିତ ମୁଣ୍ଡ, ହାତ ଏବଂ ପାଦ ଇତ୍ୟାଦି ଅଙ୍ଗ ଉଦ୍ଧାର କରାଯାଇଥିଲା। ପୋଲିସ ଏହାକୁ ଶ୍ରଦ୍ଧା ରୀରର ଖଣ୍ଡ ହୋଇଥାଇ ପାରେ ବୋଲି ଅନୁସନ୍ଧାନ ଚଲାଇଥିବାବେଳେ ପଦାକୁ ଆସିଥିଲା ସାଙ୍ଘାତିକ ସତ୍ୟ I ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ପାଣ୍ଡବ ନଗରରେ ରହୁଥିବା ରଞ୍ଜନ ଦାସ ଏବଂ ହତ୍ୟାକାରୀ […]
Read More...

Advertisement