white tail deer
ବିଶ୍ବ  ସ୍ୱାସ୍ଥ  ସାହିତ୍ୟ 

ଧଳା ଲାଞ୍ଜ ହରିଣଙ୍କ ଶରୀରରେ ରହିଛି କରୋନା ଆଣ୍ଟିବଡି

ଧଳା ଲାଞ୍ଜ ହରିଣଙ୍କ ଶରୀରରେ ରହିଛି କରୋନା ଆଣ୍ଟିବଡି ଭୁବନେଶ୍ୱର: ଅଗଷ୍ଟ ୪: ଆମେରିକା ଉତ୍ତର-ପୂର୍ବ ଭାଗରେ ବସବାସ କରୁଥିବା ପ୍ରାୟ ଏକ ତୃତୀୟାଂଶ ଧଳା ଲାଞ୍ଜ ହରିଣଙ୍କ ଶରୀରରେ କରୋନା ଆଣ୍ଟିବଡି ରହିଛି । ବିଶେଷକରି ସେମାନଙ୍କ ଶରୀରରେ ସାର୍ସ କୋଭି-୨ ଭୂତାଣୁର ଆଣ୍ଟିବଡି ସୃଷ୍ଟି ହେଉଛି ବୋଲି ଚୀନ୍‌ ସ୍ଥିତ ହାଇନିନିଂରେ ଥିବା ଜେଝିଆଙ୍ଗ ବିଶ୍ୱବିଦ୍ୟାଳୟ ଗବେଷକ କହିଛନ୍ତି । ଏହାର ଅର୍ଥ ଧଳା ଲାଞ୍ଜ ହରିଣ ମଧ୍ୟ କରୋନା ମହାମାରୀର ଶିକାର ହୋଇଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି […]
Read More...

Advertisement