wheat-surplus
ଦେଶ- ବିଦେଶ 

ଭାରତରୁ ଗହମ ନେବା ପାଇଁ ବିଭିନ୍ନ ଦେଶର ଲମ୍ବା ଲାଇନ୍‌: ପ୍ରଥମ ଧାଡ଼ିରେ ଇଜିପ୍‌ଟ

ଭାରତରୁ ଗହମ ନେବା ପାଇଁ ବିଭିନ୍ନ ଦେଶର ଲମ୍ବା ଲାଇନ୍‌: ପ୍ରଥମ ଧାଡ଼ିରେ ଇଜିପ୍‌ଟ ଦିଲ୍ଲୀ: ମାର୍ଚ୍ଚ ୨୯: ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱରେ ପଡ଼ିଛି । ତେଲ ଓ ଗହମର ଅଭାବ ଦେଖାଯାଇଛି । ଋଷ୍‌ ଓ ୟୁକ୍ରେନ୍‌ରୁ ଆସୁଥିବା ତେଲ ଓ ଗହମ ରପ୍ତାନୀ ବନ୍ଦ ହୋଇଯାଇଛି । ଫଳରେ ଏହି ଦୁଇ ଦେଶଙ୍କଠାରୁ ତେଲ ଓ ଗହମ ନେଉଥିବା ରାଷ୍ଟ୍ରମାଙ୍କର ଏବେ ଅଭାବ ଦେଖାଯାଇଛି । ବିଶେଷ କରି ଗହମ ଅଭାବ । ହେଲେ ଭାରତର ଗହମକୁ ନେଇ ସେତେଟା ଚିନ୍ତିତ ନୁହେଁ । କାରଣ ଭାରତ […]
Read More...

Advertisement