ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ଶାଶୁଘର ଲୋକଙ୍କୁ କେତେ ଖୁସି ଦିଅନ୍ତି ନାରୀ

ସମୟ ଲାଇଭ୍‍,୧୮/୧୧: ଝିଅଟିଏ ବିବାହ କରି ଶାଶୁଘର ଯାଇଥାଏ। ସ୍ୱାମୀଙ୍କ ପରିବାରରେ ଖାପ ଖୁଆଇ ଚଳିବା ସହଜ ହୋଇ ନଥାଏ। ତେବେ ଏହି ଅକ୍ଷରରୁ ଯେଉଁ ଝିଅଙ୍କ ନାମ ଆରମ୍ଭ ହୋଇଥାଏ ସେମାନଙ୍କୁ ଏ କ୍ଷେତ୍ରରେ ବିଶେଷ ଅସୁବିଧା ହୋଇ ନଥାଏ। ଏ-ଏହି ଅକ୍ଷରରୁ ଯେଉଁ ଝିଅଙ୍କର ନାମ ଆରମ୍ଭ ହୋଇଥାଏ ସେମାନଙ୍କ ମନୋଭାବ ସର୍ବଦା ସ୍ୱଚ୍ଛ ହୋଇଥାଏ। ଏମାନେ ଭାଗ୍ୟଶାଳୀ ମଧ୍ୟ ହୋଇଥା’ନ୍ତି। ଏଣୁ ଏମାନେ ଶାଶୁଘରେ ଖୁସିରେ ରହିବା ସହ ସ୍ୱାମୀ ଓ ପରିବାର […]

Samaya Live Picture
Published On

ସମୟ ଲାଇଭ୍‍,୧୮/୧୧: ଝିଅଟିଏ ବିବାହ କରି ଶାଶୁଘର ଯାଇଥାଏ। ସ୍ୱାମୀଙ୍କ ପରିବାରରେ ଖାପ ଖୁଆଇ ଚଳିବା ସହଜ ହୋଇ ନଥାଏ। ତେବେ ଏହି ଅକ୍ଷରରୁ ଯେଉଁ ଝିଅଙ୍କ ନାମ ଆରମ୍ଭ ହୋଇଥାଏ ସେମାନଙ୍କୁ ଏ କ୍ଷେତ୍ରରେ ବିଶେଷ ଅସୁବିଧା ହୋଇ ନଥାଏ।

ଏ-ଏହି ଅକ୍ଷରରୁ ଯେଉଁ ଝିଅଙ୍କର ନାମ ଆରମ୍ଭ ହୋଇଥାଏ ସେମାନଙ୍କ ମନୋଭାବ ସର୍ବଦା ସ୍ୱଚ୍ଛ ହୋଇଥାଏ। ଏମାନେ ଭାଗ୍ୟଶାଳୀ ମଧ୍ୟ ହୋଇଥା’ନ୍ତି। ଏଣୁ ଏମାନେ ଶାଶୁଘରେ ଖୁସିରେ ରହିବା ସହ ସ୍ୱାମୀ ଓ ପରିବାର ଲୋକଙ୍କ ଆଖିର ତାରା ହୋଇଥା’ନ୍ତି।

ଡ଼ି– ଏହି ଅକ୍ଷରରେ ନାମ ଆରମ୍ଭ ହୋଇଥିବା ଝିଅ ସ୍ୱାମୀଙ୍କୁ ଯେତିକି ଭଲପାଆନ୍ତି ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ସେତିକି ଗୁରୁତ୍ୱ ଦିଅନ୍ତି। ଏଣୁ ଏମାନେ ଶାଶୁଘରେ ଖୁସିରେ ଜୀବନ କାଟନ୍ତି।

ଏମ୍‍– ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ଶାଶୁଘର ଲୋକଙ୍କ ମନ ଜିଣିବାରେ ଧୁରନ୍ଧର ହୋଇଥା’ନ୍ତି ଏଣୁ ଶାଶୁଗରେ ଏମାନଙ୍କୁ କିଛି ଅସୁବିଧା ହୁଏ ନାହିଁ।

ପି– ଏମାନେ ଅନ୍ୟ ମନର କଥାକୁ ବେଶ ଭଲଭାବେ ବୁଝିପାରନ୍ତି ଏଣୁ ଏମାନେ ଶାଶୁଘର ପାଇଁ ମନଲାଖି ବୋହୁଟିଏ ହୋଇଥା’ନ୍ତି।

ଏସ୍‍–  ଯେଉଁ ଝିଅଙ୍କର ନାମ ଆରମ୍ଭ ହୋଇଥାଏ ସେମାନେ ସ୍ୱଭାବରେ ଆତ୍ମବିଶ୍ୱାସୀ। ଏମାନେ ଖୁବ୍‍ କମ୍‍ ସମୟରେ ହସଖୁସିର ବାତାବରଣ ସୃଷ୍ଟି କରିପାରନ୍ତି। ଏଣୁ ଏହି ଝିଅମାନେ ଶାଶୁଘର ଲୋକଙ୍କୁ ଖୁସିରେ ରଖିବା ସହ ନିଜେ ଖୁସିରେ ରହନ୍ତି।

ଆର୍‍-ଇଂରାଜୀ ଅକ୍ଷର ଆର୍‍ ରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହିଁଥା’ନ୍ତି। ତେବେ ଏମାନେ ପରିବାରକୁ ସାଥୀରେ ନେଇ ଚାଲିବାକୁ ପସନ୍ଦ କରନ୍ତି। ଏମାନେ ପରିବାର ସଦସ୍ୟଙ୍କ ପସନ୍ଦ ନାପସନ୍ଦକୁ ଯଥେଷ୍ଟ ଗୁରୁତ୍ୱ ଦେଇଥା’ନ୍ତି। ଏଣୁ ଏମାନେ ପରିବାର ସଦସ୍ୟଙ୍କ ମନରେ ରାଜ କରନ୍ତି।

Tags: