western people like
Feature 

ବିଦେଶୀଙ୍କୁ ଆକର୍ଷିତ କରୁଛି ନିରାମିଷ ଖାଦ୍ୟ

ବିଦେଶୀଙ୍କୁ ଆକର୍ଷିତ କରୁଛି ନିରାମିଷ ଖାଦ୍ୟ ଆଜିକାଲି ଆମେରିକା ଓ ୟୁରୋପରେ ବିଭିନ୍ନ ରେସ୍ତୋରାଁରେ ବର୍ଗର, ହଟ୍‌ ଡଗ୍‌, ସସେଜ୍‌ ଭଳି ଅନେକ ଫାଷ୍ଟ ଫୁଡ୍‌ ପୂରାପୁରି ଶାକାହାରୀ ପ୍ରୋସେସ୍‌ରେ ପ୍ରସ୍ତୁତ ହେଉଛି । ତେବେ ବର୍ତ୍ତମାନ ଏହି ଫାଷ୍ଟଫୁଡ୍‌ଗୁଡିକ ଲ୍ୟାବ ନୁହେଁ ବରଂ ବିଭିନ୍ନ କମ୍ପାନିରେ ପ୍ରସ୍ତୁତ କରାଯାଉଛି । ଏହି ଖାଦ୍ୟଗୁଡିକ କୌଣସି ପ୍ରାଣୀ ନୁହେଁ ବରଂଉଦ୍ଭିଦ ରୁ ପ୍ରସ୍ତୁତ କରାଯାଉଛି । ତେବେ ଏହା ପୂର୍ବରୁ ସୋୟା ଓ ଗଛରୁ ପ୍ରସ୍ତୁତ କ୍ଷୀରକୁ କେବଳ ଆର୍ଲଜି ସମସ୍ୟା ଥିବା ଲୋକ […]
Read More...

Advertisement