Western Odisha Festival
ଜିଲ୍ଲା 

୧୩ ରେ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆରମ୍ଭ, ନିୟୋଜିତ ହେବେ ୧୦ ପ୍ଲାଟୁନ୍‌ ଫୋର୍ସ

୧୩ ରେ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆରମ୍ଭ, ନିୟୋଜିତ ହେବେ ୧୦ ପ୍ଲାଟୁନ୍‌ ଫୋର୍ସ ଭବାନୀପାଟଣା,ଅକ୍‌ଟୋବର ୧୧: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆସନ୍ତା ଅକ୍‌ଟୋବର ୧୩ ତାରିଖରେ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ । ଏଥିନିମନ୍ତେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଛତର ଯାତ୍ରା ନିମନ୍ତେ ୧୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହେବ ବୋଲି ସୂଚନା ମିଳିଛି । ସେହିଭଳି ଆସନ୍ତା ୧୨ ତାରିଖ ରାତି ୮ ଟାରୁ ୧୩ ତାରିଖ ଦିନ ୧୨ ଟା ପର୍ଯ୍ୟନ୍ତ ଭବାନୀପାଟଣା ସହରରେ ୧୪୪ ଧାରା […]
Read More...
ଓଡ଼ିଶା 

କରୋନା ପ୍ରଭାବ; ନୂଆଖାଇ ବଜାର ମାନ୍ଦା

କରୋନା ପ୍ରଭାବ; ନୂଆଖାଇ ବଜାର ମାନ୍ଦା ଭୁବନେଶ୍ୱର : ଅଗଷ୍ଟ ୧୯: ଆଉ ମାତ୍ର ଅଳ୍ପଦିନ ରହିଲା ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ନୂଆଁଖାଇ । ସେଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ପର୍ବ । ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ଠାରେ ଲଗ୍ନ ଧାର୍ଯ୍ୟ ହେବାକ୍ଷଣି ଦୁରରେ ଥିବା ପରିବାରର ସଦସ୍ୟଙ୍କୁ ଘରକୁ ଆସିବାକୁ ଖବର ଦିଆଗଲାଣି । ତେବେ ଏହି ପର୍ବ ପାଇଁ ବଜାର ପ୍ରତିବର୍ଷ ସରଗରମ ହେଉଥିଲାବେଳେ ଚଳିତ ଥର କିନ୍ତୁ ମାନ୍ଦା । ବେପାରବଟା ସେଭଳି ହେବାର ଦେଖାଯାଉନାହିଁ । […]
Read More...

Advertisement