westbengal
ରାଜନୀତି  ଦେଶ- ବିଦେଶ 

ପଶ୍ଚିମବଙ୍ଗ ରେ ହେବାକୁ ଯାଉଛି ବିରାଟ ରାଜନୈତିକ ପରିବର୍ତନ !!

ପଶ୍ଚିମବଙ୍ଗ ରେ ହେବାକୁ ଯାଉଛି ବିରାଟ ରାଜନୈତିକ ପରିବର୍ତନ !! କୋଲକାତା :ଖୁବ ଶୀଘ୍ର ପଶ୍ଚିମବଙ୍ଗ ରାଜନୀତିରେ ହେବାକୁ ଯାଉଛି ବିରାଟ ପରିବର୍ତ୍ତନ I ମହାରାଷ୍ଟ୍ର ଓ ବିହାର ପରେ ତୃଣମୂଳ କଂଗ୍ରେସରେ ମଧ୍ୟ ରାଜନୈତିକ ପାଣିପାଗ ବଦଳିବାର ଆଭାସ ମିଳୁଛି I ପଶ୍ଚିମବଙ୍ଗ ରେ ବର୍ତ୍ତମାନ ମମତା ବାନାର୍ଜୀ ଏବଂ ପୁତୁରା ଅଭିଷେକ ବାନାର୍ଜୀ ଙ୍କ ମଧ୍ୟରେ ସବୁ କିଛି ଠିକ ନାହିଁ ବୋଲି ବିଜେପି ଅଭିଯୋଗ କରିଛି । ତେବେ କୋଲକାତା ରେ ଲାଗିଥିବା ପୋଷ୍ଟରଗୁଡ଼ିକ ମଧ୍ୟ ସେହି ଆଗକୁ ଇସାରା କରୁଛି । କୋଲକାତାରେ […]
Read More...
ରାଜନୀତି  ଦେଶ- ବିଦେଶ 

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଟ୍ୱିଟରରେ ବ୍ଲକ କଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଟ୍ୱିଟରରେ ବ୍ଲକ କଲେ ମମତା ବାନାର୍ଜୀ ପଶ୍ଚିମବଙ୍ଗ: ଫ୍ରେବୃଆରୀ ୦୧: ପଶ୍ଚିମବଙ୍ଗ ର।ଜ୍ୟପ।ଳ ଜଗଦୀପ ଧନକର ସୋମବ।ର ଟ୍ୱିଟରରେ ସିଏମ୍ ମମତ। ବ।ନ।ର୍ଜୀଙ୍କୁ ପଠ।ଇଥିବ। ହ୍ୱାଟସଆପ ମେସେଜକୁ ସେୟାର କରିଛନ୍ତି। ର।ଜ୍ୟପ।ଳଙ୍କ ଅନୁଯ।ୟୀ, ‘ସ।ମ୍ବିଧ।ନିକ କ।ର୍ଯ୍ୟକର୍ତ୍ତ।ଙ୍କ ମଧ୍ୟରେ କଥ।ବ।ର୍ତ୍ତ। ଏବଂ ସୌହ।ର୍ଦ୍ଦ୍ୟ ହେଉଛି ଗଣତନ୍ତ୍ରର ଆତ୍ମ। ଏବଂ ସମ୍ବିଧ।ନର ଆଦେଶ। ଏହ। ପ।ରସ୍ପରିକ ସମ୍ମ।ନର ସହିତ ହୋଇପାରେ ବୋଲି ସେ ମେସେଜରେ ଲେଖିଥିଲେ। ସେ ଏହା ମଧ୍ୟ ଲେଖିଛନ୍ତି ଯେ ସୋମବ।ର ସକ।ଳ ୧୦.୨୫ ରେ ମମତ।ଙ୍କୁ ବ।ର୍ତ୍ତ। ପଠାଇଛନ୍ତି। ଏହ।ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା […]
Read More...

Advertisement