Weather report of odisha
ପାଣିପାଗ 

ଆସନ୍ତା ୨୪ ଘଣ୍ଟାରେ କାଳ ବୈଶାଖୀ ସମ୍ଭାବନା

ଆସନ୍ତା ୨୪ ଘଣ୍ଟାରେ କାଳ ବୈଶାଖୀ ସମ୍ଭାବନା ଭୁବନେଶ୍ୱର: ମଇ ୨୦: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛ । ଏଥିଲାଗି ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି । ସତର୍କ ସୂଚନା ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ଗଞ୍ଜାମ, କଟକ ଓ ଜଗତସିଂହପୁର । ସେହିପରି ୨୪ ଘଣ୍ଟା […]
Read More...
ପାଣିପାଗ 

ତାଣ୍ଡବ ରଚିଛି କାଳବୈଶାଖୀ

ତାଣ୍ଡବ ରଚିଛି କାଳବୈଶାଖୀ ଭୁବନେଶ୍ୱର: ମଇ ୦୬: ରାଜ୍ୟରେ ଆଜି ବି ଜାରି ରହିବ କାଳବୈଶାଖୀର ତାଣ୍ଡବ। ଏହାର ପ୍ରଭାବରେ ୨୨ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ସକାଳୁ ସକାଳୁ ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱରରେ ପାଗ ମେଘୁଆ ରହିବା ସହ ବର୍ଷା ମଧ୍ୟ ହୋଇଥିଲା। ଗତକାଲି ମଧ୍ୟ ଘୂର୍ଣ୍ଣିଝଡ଼ ଓ ବର୍ଷା ସାଙ୍ଗକୁ କେଉଁଠି […]
Read More...
ପାଣିପାଗ 

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଭୁବନେଶ୍ୱର: ମାର୍ଚ୍ଚ ୧୬: ଘୂର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଭାରତ ମହାସାଗର ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ି ନପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାଛଡ଼ା ଏହି ଲଘୁଚାପ କ୍ଷେତ୍ର ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ମଧ୍ୟ ପାଣିପାଗ ବିଭାଗ ଆକଳନ କରି ନାହିଁ। ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ପୂର୍ବ ରେକର୍ଡ ଅନୁୟାୟୀ ମାର୍ଚ୍ଚ […]
Read More...
ପାଣିପାଗ 

ରାଜ୍ୟରେ କମିବ ଶୀତ

ରାଜ୍ୟରେ କମିବ ଶୀତ ଭୁବନେଶ୍ୱର: ଆସନ୍ତ। ୪୮ ଘଣ୍ଟା ପର୍ଯ୍ୟନ୍ତ ର।ଜ୍ୟର ପ।ଗ ମୁଖ୍ୟତଃ ଶୁଖିଲ। ରହିବ। ଦିନର ତ।ପମ।ତ୍ର।ରେ ବୃଦ୍ଧି ଘଟିବ। ସହ ଶୀତର ପ୍ରକୋପ କମିବ। ତେବେ ଆସନ୍ତ। ୨୪ ଘଣ୍ଟ। ମଧ୍ୟରେ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶ।, ଅନୁଗୁଳ, ଢ଼େଙ୍କ।ନ।ଳ, କେନ୍ଦୁଝର, ମୟୂରଭଂଜ ଏବଂ ଉପକୂଳ ଓଡ଼ିଶ।ରେ ମଧ୍ୟମ ଧରଣର କୁହୁଡ଼ି ହେବ।ର ସମ୍ଭ।ବନ। ରହିଛି। ର।ଜ୍ୟର ମ।ଲକ।ନ।ଗିରି, କୋର।ପୁଟ, ର।ୟଗଡ଼।, ଗଜପତି, କନ୍ଧମ।ଳ, ବୌଦ୍ଧ, ନୟ।ଗଡ଼, କଟକ, ଅନୁଗୁଳ, ଢ଼େଙ୍କ।ନ।ଳ, କଳ।ହ।ଣ୍ଡି ଜିଲ୍ଲ।ର ଗୋଟିଏ କିମ୍ବ। ଦୁଇଟି […]
Read More...

Advertisement