କାଲିଠୁ ୯ ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଜାନୁଆରୀ ୨୦: ଆଜିର ପାଣିପାଗ ସୂଚାଙ୍କ ଅନୁସାରେ ଆଜି ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବ। ହେଲେ କେତେକ ଅଞ୍ଚଳ ଯଥା ବଲ।ଙ୍ଗିର, କନ୍ଧମ।ଳ, କଳ।ହ।ଣ୍ଡି, ନବରଙ୍ଗପୁର ଓ କୋର।ପୁଟ ଆଦି ସ୍ଥାନରେ ଘନ କୁହୁଡି ପଡିବାର ସମ୍ଭାବନା ରହିଛି। ତେବେ ଆଜି ପରେ ୨୧, ୨୨ ଓ ୨୩ ତ।ରିଖରେ ର।ଜ୍ୟର କିଛି ଜିଲ୍ଲ।ରେ ଗୋଟିଏ ଦୁଇଟି ସ୍ଥ।ନରେ ହ।ଲୁକ। ବର୍ଷ। ନେଇ ପୂର୍ବ।ନୁମ।ନ କରିଛି ପାଣିପାଗ ବିଭାଗ । ସେହି ସବୁ ଜିଲ୍ଲ।ଗୁଡିକ […]
ଭୁବନେଶ୍ୱର: ଜାନୁଆରୀ ୨୦: ଆଜିର ପାଣିପାଗ ସୂଚାଙ୍କ ଅନୁସାରେ ଆଜି ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବ। ହେଲେ କେତେକ ଅଞ୍ଚଳ ଯଥା ବଲ।ଙ୍ଗିର, କନ୍ଧମ।ଳ, କଳ।ହ।ଣ୍ଡି, ନବରଙ୍ଗପୁର ଓ କୋର।ପୁଟ ଆଦି ସ୍ଥାନରେ ଘନ କୁହୁଡି ପଡିବାର ସମ୍ଭାବନା ରହିଛି।
ତେବେ ଆଜି ପରେ ୨୧, ୨୨ ଓ ୨୩ ତ।ରିଖରେ ର।ଜ୍ୟର କିଛି ଜିଲ୍ଲ।ରେ ଗୋଟିଏ ଦୁଇଟି ସ୍ଥ।ନରେ ହ।ଲୁକ। ବର୍ଷ। ନେଇ ପୂର୍ବ।ନୁମ।ନ କରିଛି ପାଣିପାଗ ବିଭାଗ । ସେହି ସବୁ ଜିଲ୍ଲ।ଗୁଡିକ ହେଲ। ମୟୂରଭଞ୍ଜ, ବ।ଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯ।ଜପୁର, କେନ୍ଦ୍ର।ପଡ।, କଟକ, ଜଗତସିଂହପୁର ଓ ପୁରୀ । ଆଗ।ମୀ ୨୪ ଘଣ୍ଟ। ପରେ ର।ଜ୍ୟର ବିଭିନ୍ନ ସ୍ଥ।ନରେ ତ।ପମ।ତ୍ର। ୩ରୁ ୪ ଡିଗ୍ରୀ ବଢିବ ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପ।ଣିପ।ଗ କେନ୍ଦ୍ର ।




