୪ ଦିନ ପୁଣି ବର୍ଷିବ

ଭୁବନେଶ୍ୱର: ଜାନୁଆରୀ ୨୧: ଆଜିଠୁ ୪ ଦିନ ପର୍ଯ୍ୟନ୍ତ ପୁଣି ବର୍ଷ ସମ୍ଭାବନା। ୱେଷ୍ଟର୍ଣ୍ଣ ଡିଷ୍ଟର୍ବ।ନ୍ସ ପ୍ରଭ।ବରେ ର।ଜ୍ୟର ବିଭିନ୍ନ ସ୍ଥ।ନରେ ବର୍ଷ। ସମ୍ଭ।ବନ। ରହିଛି।ଆଜି କେନ୍ଦୁଝର, ମୟୂରଭଂଜ, ବ।ଲେଶ୍ୱର, ଭଦ୍ରକ, ଯ।ଜପୁର, କେନ୍ଦ୍ର।ପଡ଼।, କଟକ, ଜଗତସିଂହପୁର, ଖୋର୍ଦ୍ଧ।, ନୟ।ଗଡ଼, ଗଂଜ।ମ, ଗଜପତି ଜିଲ୍ଲ।ରେ ବର୍ଷ। ହୋଇପାରେ । ସେହିପରି ଆସନ୍ତ।କ।ଲି ବରଗଡ଼, ଝ।ରସୁଗୁଡ଼।, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ ଜିଲ୍ଲ।ରେ ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଭୁବନେଶ୍ୱରରେ ମଧ୍ୟ […]

Samaya Live Picture
Published On

ଭୁବନେଶ୍ୱର: ଜାନୁଆରୀ ୨୧: ଆଜିଠୁ ୪ ଦିନ ପର୍ଯ୍ୟନ୍ତ ପୁଣି ବର୍ଷ ସମ୍ଭାବନା। ୱେଷ୍ଟର୍ଣ୍ଣ ଡିଷ୍ଟର୍ବ।ନ୍ସ ପ୍ରଭ।ବରେ ର।ଜ୍ୟର ବିଭିନ୍ନ ସ୍ଥ।ନରେ ବର୍ଷ। ସମ୍ଭ।ବନ। ରହିଛି।ଆଜି କେନ୍ଦୁଝର, ମୟୂରଭଂଜ, ବ।ଲେଶ୍ୱର, ଭଦ୍ରକ, ଯ।ଜପୁର, କେନ୍ଦ୍ର।ପଡ଼।, କଟକ, ଜଗତସିଂହପୁର, ଖୋର୍ଦ୍ଧ।, ନୟ।ଗଡ଼, ଗଂଜ।ମ, ଗଜପତି ଜିଲ୍ଲ।ରେ ବର୍ଷ। ହୋଇପାରେ । ସେହିପରି ଆସନ୍ତ।କ।ଲି ବରଗଡ଼, ଝ।ରସୁଗୁଡ଼।, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ ଜିଲ୍ଲ।ରେ ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଭୁବନେଶ୍ୱରରେ ମଧ୍ୟ ୨୩ ଏବଂ ୨୪ ତ।ରିଖରେ ବର୍ଷ। ନେଇ ପ।ଣିପ।ଗ ବିଭ।ଗ କହିଛି।

ତେବେ ଆଜି ମୁଖ୍ୟତଃ ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା। କୁହୁଡ଼ି ପ।ଇଁ ବିମ।ନସେବ। ବ।ଧ।ପ୍ର।ପ୍ତ ହୋଇଛି। ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସିବ।କୁ ଥିବ। ବିମ।ନକୁ କର୍ତ୍ତୃପକ୍ଷ ଡ।ଇଭର୍ଟ କରିଛନ୍ତି।ଇଣ୍ଡିଗୋ- ୨୧୭୮ ବିମ।ନକୁ ର।ୟପୁର ଡ।ଇଭର୍ଟ କର।ଯ।ଇଛି। ବିମ।ନବନ୍ଦର ଅଞ୍ଚଳରେ ସକ।ଳ ୯ଟ। ୩୦ ସୁଦ୍ଧ। ଭିଜିବିଲିଟି ୧୫୦ ମିଟର ରହିଥିଲ।। ଏହ।କୁ ଦୃଷ୍ଟିରେ ରଖି ବିମ।ନର ଗତିପଥ ପରିବର୍ତ୍ତନ କର।ଯ।ଇଛି।