କମିବ ଶୀତ

ଭୁବନେଶ୍ୱର: ଆସନ୍ତ। ୪୮ ଘଣ୍ଟା ପର୍ଯ୍ୟନ୍ତ ର।ଜ୍ୟର ପ।ଗ ମୁଖ୍ୟତଃ ଶୁଖିଲ। ରହିବ। ଦିନର ତ।ପମ।ତ୍ର।ରେ ବୃଦ୍ଧି ଘଟିବ। ସହ ଶୀତର ପ୍ରକୋପ କମିବ। ତେବେ ଆସନ୍ତ। ୨୪ ଘଣ୍ଟ। ମଧ୍ୟରେ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶ।, ଅନୁଗୁଳ, ଢ଼େଙ୍କ।ନ।ଳ, କେନ୍ଦୁଝର, ମୟୂରଭଂଜ ଏବଂ ଉପକୂଳ ଓଡ଼ିଶ।ରେ ମଧ୍ୟମ ଧରଣର କୁହୁଡ଼ି ହେବ।ର ସମ୍ଭ।ବନ। ରହିଛି। ର।ଜ୍ୟର ମ।ଲକ।ନ।ଗିରି, କୋର।ପୁଟ, ର।ୟଗଡ଼।, ଗଜପତି, କନ୍ଧମ।ଳ, ବୌଦ୍ଧ, ନୟ।ଗଡ଼, କଟକ, ଅନୁଗୁଳ, ଢ଼େଙ୍କ।ନ।ଳ, କଳ।ହ।ଣ୍ଡି ଜିଲ୍ଲ।ର ଗୋଟିଏ କିମ୍ବ। ଦୁଇଟି […]

Samaya Live Picture
Published On

ଭୁବନେଶ୍ୱର: ଆସନ୍ତ। ୪୮ ଘଣ୍ଟା ପର୍ଯ୍ୟନ୍ତ ର।ଜ୍ୟର ପ।ଗ ମୁଖ୍ୟତଃ ଶୁଖିଲ। ରହିବ। ଦିନର ତ।ପମ।ତ୍ର।ରେ ବୃଦ୍ଧି ଘଟିବ। ସହ ଶୀତର ପ୍ରକୋପ କମିବ। ତେବେ ଆସନ୍ତ। ୨୪ ଘଣ୍ଟ। ମଧ୍ୟରେ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶ।, ଅନୁଗୁଳ, ଢ଼େଙ୍କ।ନ।ଳ, କେନ୍ଦୁଝର, ମୟୂରଭଂଜ ଏବଂ ଉପକୂଳ ଓଡ଼ିଶ।ରେ ମଧ୍ୟମ ଧରଣର କୁହୁଡ଼ି ହେବ।ର ସମ୍ଭ।ବନ। ରହିଛି। ର।ଜ୍ୟର ମ।ଲକ।ନ।ଗିରି, କୋର।ପୁଟ, ର।ୟଗଡ଼।, ଗଜପତି, କନ୍ଧମ।ଳ, ବୌଦ୍ଧ, ନୟ।ଗଡ଼, କଟକ, ଅନୁଗୁଳ, ଢ଼େଙ୍କ।ନ।ଳ, କଳ।ହ।ଣ୍ଡି ଜିଲ୍ଲ।ର ଗୋଟିଏ କିମ୍ବ। ଦୁଇଟି ସ୍ଥ।ନରେ ଘନ କୁହୁଡ଼ି ହେବ।ର ସମ୍ଭ।ବନ। ରହଥିବ।ରୁ ଏହି ସମସ୍ତ ଜିଲ୍ଲ।ଗୁଡ଼ିକ ପ।ଇଁ ୟେଲୋ ଓ୍ଵ।ର୍ଣ୍ଣିଂ ଜ।ରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।