ଓଡ଼ିଶାକୁ ମୁହାଁଉଛି ବାତ୍ୟା !
ଭୁବନେଶ୍ୱର: ଅପ୍ରେଲ ୩୦: ମେ ୪ ତାରିଖକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତା ଆଖପାଖ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କା ଦେଖା ଦେଇଛି । ଏନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଆସି ନାହିଁ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମେ ୫ ତାରିଖ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ୬ ତାରିଖକୁ ଘନୀଭୂତ ହେବାର ସମ୍ଭାବନା ରହିଛି । ତେଣୁ ପରବର୍ତ୍ତୀ ସମୟରେ ଏହା ବାତ୍ୟା ରୂପ […]
ଭୁବନେଶ୍ୱର: ଅପ୍ରେଲ ୩୦: ମେ ୪ ତାରିଖକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତା ଆଖପାଖ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କା ଦେଖା ଦେଇଛି । ଏନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଆସି ନାହିଁ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମେ ୫ ତାରିଖ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ୬ ତାରିଖକୁ ଘନୀଭୂତ ହେବାର ସମ୍ଭାବନା ରହିଛି । ତେଣୁ ପରବର୍ତ୍ତୀ ସମୟରେ ଏହା ବାତ୍ୟା ରୂପ ନେବ ନା ନାହିଁ, ତାହା ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ସେପଟେ ଆଜି ବି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ବଙ୍ଗୋପସାଗର ମଧ୍ୟରୁ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଦିଗରୁ ଓଡିଶା ମଧ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହା ପ୍ରଭାବରେ ଆସନ୍ତା କାଲିଠାରୁ ୩ ଦିନ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଫଳରେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ୨ ଡ଼ିଗ୍ରୀ ଯାଏଁ ତାପମାତ୍ରା ଖସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
deneme bonunusu veren siteler
deneme bonusu
Deneme Bonusu
Alfa Shell
Hacklink
Maldives Casino
Maldives Casino
Maldives Casino
Maldives Casino
Maldives Casino
Gaziantep Escort
Gaziantep Escort
Betgit
Casino Siteleri
Betmatik Giriş
Betturkey
Deneme Bonusu Veren Siteler
Casino Levant
Slot Sitesi
Kralbet
Levant Casino
Pashabet
Sahadanbet
Antalya Escort
Mersin Escort
İzmir Travesti
bursa escort
görükle escort
bursa görükle escort
bursa escort
kocaeli escort
izmit escort bayan
gölcük escort
escort ankara
eryaman escort
ankara otele gelen escort
izmit escort
gebze escort
izmit otele gelen escort
escort bursa
gorukle escort
escort bursa
gorukle escort




