weather news in odisha
ଓଡ଼ିଶା  ପାଣିପାଗ 

ଆସନ୍ତା ୨୪ ଘଣ୍ଟାରେ ବର୍ଷା ସମ୍ଭାବନା: ୧୪ ଜିଲ୍ଲାକୁ ସତର୍କ

ଆସନ୍ତା ୨୪ ଘଣ୍ଟାରେ ବର୍ଷା ସମ୍ଭାବନା: ୧୪ ଜିଲ୍ଲାକୁ ସତର୍କ ଭୁବନେଶ୍ୱର: ଜୁନ୍‌ ୨୪: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରିହଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଇନ୍ତି । ଏହାସହିତ ୧୪ ଜିଲ୍ଲାକୁ ସତର୍କ ସୂଚନା ମଧ୍ୟ ଦିଆଯାଇଛି । ସେହି ସବୁ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ିର ସମ୍ଭାବନା ରହିଛି । Past 24 hours Realized Maximum Temperature (ºC) and Departure (ºC) from normal pic.twitter.com/WKi3HQ5jy4 — Meteorological Centre, Bhubaneswar (@mcbbsr) […]
Read More...
ଓଡ଼ିଶା 

ରାଜ୍ୟରେ ୧୦ରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା

ରାଜ୍ୟରେ ୧୦ରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଭୁବନେଶ୍ୱର: ଅକ୍‌ଟୋବର ୦୬: ପୁଣି ଥରେ ଦେଶରେ ମୌସୁମୀ ପ୍ରକିୟା ଆରମ୍ଭ ହୋଇଛି । ଉତ୍ତର ଆଣ୍ଡାମାନ୍‌ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଆଗାମୀ ୧୦ ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ ବୋଲି ସୂଚନା ମିଳିଛି । ୪ରୁ ୫ ଦିନ ଭିତରେ ଲଘୁଚାପ ଓଡିଶା […]
Read More...
ଓଡ଼ିଶା 

ଲଗାଣ ବର୍ଷା ସକାଶେ ୨ ଦିନ ସ୍କୁଲ ଛୁଟି

ଲଗାଣ ବର୍ଷା ସକାଶେ ୨ ଦିନ ସ୍କୁଲ ଛୁଟି ଭୁବନେଶ୍ୱର: ସେପ୍‌ଟେମ୍ବର ୧୩: ତିନି ଦିନ ହେବ ରାଜ୍ୟରେ ଲଗାତାର ବର୍ଷା ଜାରି ରହିଛି । ରାସ୍ତାଘାଟ ଓ ଘରମାନଙ୍କରେ ପାଣି ପଶି ଆଣ୍ଠୁଏ ହେଲାଣି । ଏହି ପରିସ୍ଥିତିକୁ ଦେଖି ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ୧୨ ଜିଲ୍ଲାମାନଙ୍କରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ସେହି ଜିଲ୍ଲାଗୁଡ଼ିକ ହେଉଛି-ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼, ଢ଼େଙ୍କାନାଳ, ଜଗତସିଂହପୁର, ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୁଳ ଓ ସୋନପୁର । […]
Read More...

Advertisement