Weather in Odisha
ଓଡ଼ିଶା  ପାଣିପାଗ 

ଆସନ୍ତା ୨ରୁ ୩ ଦିନ ଯାଏଁ ପାଗ ଶୁଖିଲା ସାଙ୍ଗକୁ ଦିନର ତାପମାତ୍ରା ବୃଦ୍ଧି ହେବ

ଆସନ୍ତା ୨ରୁ ୩ ଦିନ ଯାଏଁ ପାଗ ଶୁଖିଲା ସାଙ୍ଗକୁ ଦିନର ତାପମାତ୍ରା ବୃଦ୍ଧି ହେବ ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୁର୍ଣ୍ଣିବଳୟ । ଫଳରେ ୧୯ରେ ଏହା ଲଘୁଚାପର ରୂପ ନେଇପାରେ । ତେଣୁ ଆଗାମୀ ୨ରୁ ୩ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନଥିବାରୁ ପାଗ ଶୁଖିଲା ରହିବ I ଏହସାଙ୍ଗକୁ ଦିନର ତାପମାତ୍ରାରେ ବୃଦ୍ଧି ହେବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୂଚନାରେ ଆହୁରି ମଧ୍ୟ କୁହାଯାଇଛି […]
Read More...
ପାଣିପାଗ 

ରାଜ୍ୟରେ ବଢୁଛି ଶୀତ

ରାଜ୍ୟରେ ବଢୁଛି ଶୀତ ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତ ଲହରୀ। ର।ଜ୍ୟର ପ।ରଦ ସ୍ତର ଧୀରେ ଧୀରେ ନିମ୍ନଗ।ମୀ ହେବ।ରେ ଲ।ଗିଥିବ। ବେଳେ ଆସନ୍ତ। ୩ ଦିନରେ ଆହୁରି ୪ ଡିଗ୍ରି ପର୍ଯ୍ୟନ୍ତ ତ।ପମ।ତ୍ର। ଖସିବ। ଫଳରେ ଶୀତ ବଢ଼ିବ ବେ।ଲି ପ।ଣିପ।ଗ କେନ୍ଦ୍ର କହିଛି। ଆଜି କେ।ର।ପୁଟ, ନବରଙ୍ଗପୁର, ମ।ଲକ।ନଗିରି, କଳ।ହ।ଣ୍ଡି, କନ୍ଧମ।ଳ, ବଲ।ଙ୍ଗୀର, ବୌଦ୍ଧ ଓ ସେ।ନପୁର ଜିଲ୍ଲ।ରେ ଘନ କୁହୁଡ଼ିର ସମ୍ଭ।ବନ। ରହିଛି ବେ।ଲି ଆଞ୍ଚଳିକ ପ।ଣିପ।ଗ ବିଜ୍ଞ।ନ କେନ୍ଦ୍ର ପକ୍ଷରୁ ସୂଚନ। ଦିଆଯ।ଇଛି। ଏହି […]
Read More...
ଓଡ଼ିଶା 

୫ ଜିଲ୍ଲାକୁ ବଜ୍ରପାତ ବିପଦ; ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

୫ ଜିଲ୍ଲାକୁ ବଜ୍ରପାତ ବିପଦ; ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ଭୁବନେଶ୍ୱର : 08/05: ରାଜ୍ୟର ୫ଟି ଜିଲ୍ଲା ପାଇଁ ରହିଛି ବଜ୍ରପାତ ବିପଦ । ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ନେଇ ପୂର୍ବାନୁମାନ କରାଯାଇଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୫ଟି ଜିଲ୍ଲା ନବରଙ୍ଗପୁର, କରୋପୁଟ, ରାୟଗଡ଼ା, ଗଜପତି ଓ ମୟୁରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆଜି ଠାରୁ ୯ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର, ଗଞ୍ଜାମ, କୋରାପୁଟ, ରାୟଗଡ଼ା, ନୂଆପଡା, ଗଜପତି, ମୟୁରଭଞ୍ଜ, ବାଲେଶ୍ୱର, ମାଲକାନଗିରି ଆଦି ଜିଲ୍ଲାର ଗୋଟିଏ ଦୁଇଟି […]
Read More...

Advertisement