wearable technologies
Feature 

ଅମ୍ଳଜାନ ଯୋଗାଇବ କପଡ଼ା

ଅମ୍ଳଜାନ ଯୋଗାଇବ କପଡ଼ା ନିକଟରେ ବୈଜ୍ଞାନିକମାନେ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ସ୍ୱତନ୍ତ୍ର କପଡ଼ା ପ୍ରସ୍ତୁତ କରିଛନ୍ତି । ଶାରୀରିକ ପରିଶ୍ରମ କରିବା ସମୟରେ ଯେଉଁମାନେ କ୍ଳାନ୍ତ ହୋଇଜୋରେ ନିଶ୍ୱାସପ୍ରଶ୍ୱାସ ନିଅନ୍ତି, ସେମାନେ ଏହି ବିଶେଷ କପଡ଼ାକୁ ବ୍ୟବହାର କରିପାରିବେ । ଏହି କପଡ଼ାରେ ଥିବା ଖାସ୍‌ ‘ଓମନି ଫାଇବର’ ଶରୀରକୁ ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରିବ । ଆଥଲେଟ୍‌, ନୃତ୍ୟଶିଳ୍ପୀ ଏବଂ ମଞ୍ଚ ପ୍ରଦର୍ଶନକାରୀଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଉପଯୋଗୀ ଆବିଷ୍କାରକ ହୋଇପାରିଛି । ଏହି […]
Read More...

Advertisement