water source infection in Kashipur
ଜିଲ୍ଲା 

ଜଳ ଉତ୍ସ ସଂକ୍ରମଣ ଯୋଗୁ କାଶୀପୁରରେ ହଇଜା ବ୍ୟାପିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ.ବିଜୟ ମହାପାତ୍ର

ଜଳ ଉତ୍ସ ସଂକ୍ରମଣ ଯୋଗୁ କାଶୀପୁରରେ ହଇଜା ବ୍ୟାପିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ.ବିଜୟ ମହାପାତ୍ର କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ଓ ଦଶରଥପୁରରେ ଝାଡ଼ାବାନ୍ତି ରୋଗ ବା ହଇଜା ସଂକ୍ରମଣର କାରଣ ସଂପର୍କରେ ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରକାଶ କରିଛନ୍ତି । ଏନେଇ ସେ କହିଛନ୍ତି, କାଶୀପୁରରେ ପାଣି ଉତ୍ସରୁ ସଂକ୍ରମଣ ହୋଇଛି । ସେଠି ଭିବ୍ରିଓ କଲେରା ଭୂତାଣୁର ସଂକ୍ରମଣ ହୋଇଛି । ଯେହେତୁ ପାଣିର ଉତ୍ସ ସମସ୍ତଙ୍କ ଲାଗି ସମାନ ଥିଲା, ତେଣୁ ଆଖପାଖ ସ୍ଥାନକୁ ଏହି ସଂକ୍ରମଣ ବ୍ୟାପିଛି ବୋଲି ସେ ପ୍ରକାଶ କରିଛନ୍ତି […]
Read More...

Advertisement