water created in wind
Feature 

ପବନରୁ ତିଆରି ହେବ ପାଣି

ପବନରୁ ତିଆରି ହେବ ପାଣି ଇଜିପ୍‌ଟ ସେପ୍‌ଟେମ୍ବର ୧୭: ଆଜିକାଲି ଅନେକ କାର୍ଯ୍ୟ ରୋବଟ୍‌ ଦ୍ୱାରା ସମ୍ଭବ ହୋଇପାରୁଛି । ରୋବଟ୍‌କୁ ବ୍ୟବହାର କରି ସହଜ ସୁବିଧାରେ ଅନେକ କାର୍ଯ୍ୟ କରିହେଉଛି । ତେବେ ଇଜିପ୍‌ଟର ଜଣେ ଯୁବ ଇଞ୍ଜିନିୟର ପବନକୁ ପାଣିରେ ରୁପାନ୍ତର କରିପାରୁଥିବା ରୋବଟ୍‌ ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଛନ୍ତି । ଇଜିପଫର ୨୮ ବର୍ଷୀୟ ଯୁବ ଇଞ୍ଜିନିୟର ମହମୁଦ ଏଲ୍‌ କୋମି ଏଭଳି ଏକ ରୋବଟ୍‌ ତିଆରି କରିଛନ୍ତି ଯିଏ ମରୁଭୂମିରେ ପବନକୁ ପାଣିରେ ରୂପାନ୍ତର କରିପାରିବ […]
Read More...

Advertisement