walnuts
Feature 

ଗୁଣ୍ଡୁଚିର ଚୋରି

ଗୁଣ୍ଡୁଚିର ଚୋରି ସର୍ବଦା ଇଣ୍ଟରନେଟ୍‌ରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ସେଥିମଧ୍ୟରୁ କେତେକ ବେଶ୍‌ ମଜାଳିଆ ହୋଇଥାଏ । ଏହିଭଳି ମଜାଳିଆ ଭିଡିଓ ଲୋକଙ୍କୁ ମଧ୍ୟ ବେଶ୍‌ ପସନ୍ଦ ହୋଇଥାଏ, ଯାହା ଫଳରେ ଏହା ଭାଇରାଲ ହେବାରେ ଲାଗିଥାଏ । ସେହିଭଳି ଏକ ଘଟଣା ବର୍ତ୍ତମାନ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି । ଘଟଣାଟି ଏକ ଗୁଣ୍ଡୁଚି ମୂଷାକୁ ନେଇ । ଗୋଟିଏ ଗୁଣ୍ଡୁଚି ମୂଷାର ଚୋରି ଧରାପଡିଛି । ଜୀବଟି ଚୋରି କରିଥିବା ସାମଗ୍ରୀକୁ ଏକ ସ୍ଥାନରେ ଲୁଚାଇ […]
Read More...

Advertisement