walking is good for heart
ସ୍ୱାସ୍ଥ 

ସ୍ପିଡ୍‌ ୱାକ୍‌ ମହିଳାଙ୍କ ହାର୍ଟ ପାଇଁ ଭଲ

ସ୍ପିଡ୍‌ ୱାକ୍‌ ମହିଳାଙ୍କ ହାର୍ଟ ପାଇଁ ଭଲ ଚାଲିବା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ସମସ୍ତେ ଜାଣିଥାନ୍ତି, ହେଲେ ଦ୍ରୁତଗତିରେ ଚାଲିବା ହୃଦୟ ପାଇଁ ଭଲ ଏକଥା କମ୍‌ ଲୋକ ଜାଣିଥିବେ । ଆମେରିକାର ବ୍ରାଉନ୍‌ ବିଶ୍ୱବିଦ୍ୟାଳୟର ସମ୍ପ୍ରତି ଅନୁସନ୍ଧାନରେ ଦାବି କରାଯାଇଛି ଯେ ଧୀରେ ଧୀରେ ଚାଲୁଥିବା ମହିଳାଙ୍କ ତୁଳନାରେ ଦ୍ରୁତଗତିରେ ଚାଲୁଥିବା ମହିଳାଙ୍କ ହୃଦଘାତର ଆଶଙ୍କା ୩୪ ପ୍ରତିଶତ କମ୍‌ ହୋଇଥାଏ । ରିସର୍ଚ୍ଚ ସମୟରେ ବୈଜ୍ଞାନିକମାନେ ୫୦ରୁ ୭୯ ବର୍ଷ ବୟସର ୨୫ ହଜାର ୧୮୩ଟି ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ବିଶ୍ଲେଷଣ […]
Read More...

Advertisement