vulture
ସାହିତ୍ୟ 

ବିଲୁପ୍ତର ଦ୍ୱାରଦେଶରେ ଶାଗୁଣା

ବିଲୁପ୍ତର ଦ୍ୱାରଦେଶରେ ଶାଗୁଣା ଦେଖିବାକୁ ଅସୁନ୍ଦର ବୋଲି ଶାଗୁଣାକୁ ଅନେକ ନାପସନ୍ଦ କରନ୍ତି ସତ, କିନ୍ତୁ ତା’ର ଅନ୍ୟ ନାମ ହେଲା ପ୍ରକୃତିର ମେହେନ୍ତର । ସେମାନେ ଗାଁ ଓ ସହରରେ ମୃତୁ୍ୟବରଣ କରୁଥିବା ଗୃହପାଳିତ ଓ ବୁଲା ପଶୁମାନଙ୍କର ପଚା ମାଂସକୁ ଖାଇ ସଫା କରିଦଅନ୍ତିି । ମୃତ ଜୀବକୁ ଖାଇବା ପରେ ପୁଣି ନୂତନ ଆହାର ସନ୍ଧାନରେ ସେମାନେ ଦୂରକୁ ଉଡିଯାଆନ୍ତି । ପଚା ଶବ ଖାଉଥିବା ଯୋଗୁଁ ସେମାନେ ଆମ ପରିବେଶକୁ ଉତ୍କଟ ଦୁର୍ଗନ୍ଧରୁ ରକ୍ଷା କରନ୍ତି […]
Read More...

Advertisement