Voidera village in Odisha
ଜିଲ୍ଲା 

ଭୋଏଡେରା ଗ୍ରାମରେ ଜଳ ଉତ୍କଟ ସଙ୍କଟ

ଭୋଏଡେରା ଗ୍ରାମରେ ଜଳ ଉତ୍କଟ ସଙ୍କଟ ଜମନକିରା : ଜମନକିରା ବ୍ଳକ କେନାଢିପା ପଞ୍ଚାୟତ ଭୋଏଡେରା ଗ୍ରାମରେ ଏବେ ଉତ୍କଟ ଭାବେ ଜଳ ସଂକଟ ଦେଖିବାକୁ ମିଳିଛି । ଏହି ଗ୍ରାମରେ ପ୍ରାୟ ୪୦ ପରିବାର ରହୁଥିବା ବେଳେ ଜନସଂଖ୍ୟା ପ୍ରାୟ ୧୫୦ରୁ ଅଧିକ । ଏଠି ୫ଟି ନଳକୂପ ଥିବାବେଳେ ଭୂତଳ ସ୍ରୋତ କମିବାକୁ ବସିଥିବାରୁ ନଳକୂପ ଗୁଡିକରୁ ଉପଯୁକ୍ତ ପାଣି ବାହାରି ପାରୁନଥିବା ଅଂଚଳ ବାସିଙ୍କ ଅଭିଯୋଗ ରହିଛି । ପଞ୍ଚାୟତ ଅଞ୍ଚଳର ୪ ଖଣ୍ଡ ଗ୍ରାମକୁ ନେଇ ଯଥା- ବିଜାଗୁଡା, […]
Read More...

Advertisement