viral photos on social media
ବିଶ୍ବ 

ଆଫଗାନିସ୍ଥାନରେ ଆରମ୍ଭ ହେଲା ଶିକ୍ଷା ବ୍ୟବସ୍ଥା :ସାମ୍ନାକୁ ଆସିଲା ଏମିତି ଦୃଶ୍ୟ

ଆଫଗାନିସ୍ଥାନରେ ଆରମ୍ଭ ହେଲା ଶିକ୍ଷା ବ୍ୟବସ୍ଥା :ସାମ୍ନାକୁ ଆସିଲା ଏମିତି ଦୃଶ୍ୟ କାବୁଲ: ସେପ୍‌ଟେମ୍ବର ୬: ତାଲିବାନର ଆଫଗାନିସ୍ଥାନ କବଜା ପରେ ଏବେ ତାଲିବାନ ଶିକ୍ଷାମନ୍ତ୍ରାଳାୟ ପକ୍ଷରୁ ଏକ ସୂଚନା ଜାରି କରାଯାଛି । ସୂଚନା ଅନୁସାରେ, କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ରୀଙ୍କ ପାଇଁ ଅଲଗା ଶିକ୍ଷାଗୃହ ଏବଂ ଛାତ୍ରଙ୍କ ପାଇଁ ଅଲଗା ଶିକ୍ଷାଗୃହର ବ୍ୟବସ୍ଥା କରାଯିବ । ଯଦି ଶ୍ରେଣୀ ଗୃହର ଅଭାବ ଦେଖାଯାଏ, ତେବେ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ପରଦା ବ୍ୟବହାର କରାଯିବ । ତାଲିବାନ ଶିକ୍ଷାମନ୍ତ୍ରାଳାୟର ଏହି ସୂଚନା ପରେ ନିୟମ ଅନୁସାରେ ଆଫଗାନିସ୍ଥାନର […]
Read More...

Advertisement