viral on social media
ରାଜନୀତି  ଦେଶ- ବିଦେଶ 

ହାତରେ ସାଂସଦ ସଫା କଲେ ଶୌଚାଳୟ

ହାତରେ ସାଂସଦ ସଫା କଲେ ଶୌଚାଳୟ ରେୱା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ଦଳ ସେବା ପଖୱାଡା ନାମକ ଏକ କାର୍ଯ୍ୟକ୍ରମ କରୁଛି । ଏହି କାର୍ଯ୍ୟକ୍ରମ ସେପ୍‌ଟେମ୍ବର ୧୭ରୁ ଆରମ୍ଭ ହୋଇ ଅକ୍‌ଟୋବର ୨ ତାରିଖ ଯାଏଁ ଚାଲିବ । ତେବେ ଏହି କାର୍ଯ୍ୟକ୍ରମ ଅନ୍ତଗର୍ତେ ବିଜେପିର ଜଣେ ସାଂସଦ ଏକ ବିଦ୍ୟାଳୟକୁ ଯାଇଥିଲେ । ତେବେ ସେଠାରେ ତାଙ୍କର ଏକ ଅପରିଷ୍କାର ଶୌଚାଳୟ ଉପରେ ନଜର ପଡ଼ିଥିଲା । ବାସ୍‌ ଏହା ପରେ ସାଂସଦ ଦସ୍ତାନୀ ଓ ଉପକରଣ […]
Read More...
ବିଶ୍ବ 

ଆଲ୍ଲାଙ୍କ ନାମ ନେଇ ପୁଅକୁ ସମୁଦ୍ର ଜଳରାଶିରେ ଫିଙ୍ଗିଲେ ବାପା

ଆଲ୍ଲାଙ୍କ ନାମ ନେଇ ପୁଅକୁ ସମୁଦ୍ର ଜଳରାଶିରେ ଫିଙ୍ଗିଲେ ବାପା ଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ତୁର୍କୀରୁ ଇଟାଲୀକୁ ବେଆଇନ୍‌ ଭାବେ ଯାଉଥିବା କିଛି ପ୍ରବାସୀ ଲୋକଙ୍କର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁ ଭିଡିଓରେ ଜଣେ ବାପା ନିଜ ପୁଅକୁ ଆଲ୍ଲାଙ୍କ ନାମ ନେଇ ନୀଳ ଗଭୀର ସମୁଦ୍ର ମଝିରେ ପକାଇ ଦେଉଛି । ଏହି ହୃଦୟବିଦାରକ ଦୃଶ୍ୟ ଦେଖି ସାରା ଦେଶର ଲୋକ ପ୍ରତିକ୍ରିୟା କରିଛନ୍ତି । ଏହିପରିକି ସଂଯୁକ୍ତ ରାଷ୍ଟ୍ର ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି ଏହି ଭିଡିଓକୁ ରିଟ୍‌ୁଇଟ୍‌ କରିଛି । […]
Read More...
ଓଡ଼ିଶା 

ରାସ୍ତାରେ ଲଢ଼ିଲେ ସିନେ ଷ୍ଟାର, ଦେଖନ୍ତୁ ସମୂର୍ଣ୍ଣ ଭିଡିଓ

ରାସ୍ତାରେ ଲଢ଼ିଲେ ସିନେ ଷ୍ଟାର, ଦେଖନ୍ତୁ ସମୂର୍ଣ୍ଣ ଭିଡିଓ ଭୁବନେଶ୍ୱର: ରାସ୍ତାରେ ଲଢ଼ିଲେ ଓଲିଉଡ୍‌ ଷ୍ଟାର୍‌ । ଅଭିନେତା ବାବୁସାନ୍‌ ଓ ତାଙ୍କ ପତ୍ନୀ ତୃପ୍ତି ଶତପଥୀ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଫାଇଟିଂ ଭିଡିଓ ଏବେ ସମସ୍ତଙ୍କ ମୋବାଇଲରେ ଘୂରିବୁଲୁଛି । ଘରୋଇ କଳହରୁ ଏହିପରି ଘଟଣା ଘଟିଛି ବୋଲି ସୂଚନା ମିଳିଛି । ଭିଡିଓରେ ତୃପ୍ତି ବାବୁସାନ୍‌ ଏବଂ ପ୍ରକୃତିଙ୍କୁ ଏକାଠି କାର୍‌ରେ ପାଉଛନ୍ତି । ଏହାପରେ ତୃପ୍ତି ଅଭିନେତ୍ରୀ ପ୍ରକୃତିଙ୍କ କେଶ ଟାଣି ମାଡ଼ ମାରୁଛନ୍ତି । ପ୍ରକୃତିଙ୍କ ଯୋଗୁଁ ତାଙ୍କ ପରିବାର […]
Read More...
Feature 

ଇଣ୍ଟରନେଟ୍‌ର ଶକ୍ତି

ଇଣ୍ଟରନେଟ୍‌ର ଶକ୍ତି ଆଜିର ଡିଜିଟାଲ ଯୁଗରେ ଇଣ୍ଟରନେଟର ଶକ୍ତି ସମସ୍ତକୁ ଆଚମ୍ବିତ କରାଉଛି । ଏହି କାରଣରୁ ଜଣେ ସାଧାରଣ ବ୍ୟକ୍ତି ରାତାରାତି ଷ୍ଟାର୍‌ ହୋଇଯାଉଛି ତ କେଉଁଠି ଅଭାବୀ ଲୋକଟି ଲକ୍ଷ ଲକ୍ଷ ଟଙ୍କାର ସାହାଯ୍ୟ ପାଉଛି । ଦିଲ୍ଲୀର ମାଲବୀୟ ନଗରର ‘ବାବା କା ଢାବା’ ଏହାର ଏକ ଉଦାହରଣ । ଠିକ୍‌ ସେହିପରି କିଛି ଦିନ ତଳେ ଶିକ୍ଷକରୁ ଡେଲିଭରି ବୟ ପାଲଟିଥିବା ଜଣେ ୩୧ ବର୍ଷୀୟ ବ୍ୟକ୍ତିର କାହାଣୀ ଇଣ୍ଟରନେଟ୍‌ରେ ଭାଇରାଲ ହେବା ପରେ […]
Read More...
ଜୀବନଚର୍ଯ୍ୟା 

ଆନନ୍ଦ ମହିନ୍ଦ୍ରା ସେୟାର୍‌ କଲେ ଜଣେ ବାଳକର ମାଛଧରା ଭିଡିଓ: ଦେଲେ ସଫଳତାର ବାର୍ତ୍ତା

ଆନନ୍ଦ ମହିନ୍ଦ୍ରା ସେୟାର୍‌ କଲେ ଜଣେ ବାଳକର ମାଛଧରା ଭିଡିଓ: ଦେଲେ ସଫଳତାର ବାର୍ତ୍ତା ଦିଲ୍ଲୀ: ଏପ୍ରିଲ ୦୨: ନିକଟରେ ‘ମହିନ୍ଦ୍ରା ଗ୍ରୁପ୍‌’ର ଅଧ୍ୟକ୍ଷ ଓ ନିର୍ଦ୍ଦେଶକ ଆନନ୍ଦ ମହିନ୍ଦ୍ରା ଜଣେ ବାଳକର ମାଛଧରା ଭିଡିଓ ଟୁଇଟର୍‌ରେ ସେୟାର୍‌ କରିଛନ୍ତି । ଯେଉଁଥିରେ ଜଣେ ବାକଳ ଏକ ରୋଲର୍‌ ଭଳି ଯନ୍ତ୍ର ଆଣି ପୋଖରୀ ନିକଟରେ ରଖୁଛି ଓ ସେଥିରେ ମାଛ ଫସିବା ପାଇଁ ସ୍ଥିର ଚିତ୍ତରେ ଅପେକ୍ଷା କରୁଛି । This showed up in my inbox without commentary. It is strangely calming to watch in […]
Read More...
ଜୀବନଚର୍ଯ୍ୟା 

ନିଆରା ଦସ୍ତଖତ

ନିଆରା ଦସ୍ତଖତ ଦୁନିଆରେ ସମସ୍ତଙ୍କ ଦସ୍ତଖତ ଭିନ୍ନ ଭିନ୍ନ ହୋଇଥାଏ । ସ୍ୱତନ୍ତ୍ର ଦସ୍ତଖତ ପାଇଁ ଲୋକମାନେ ବାରମ୍ବାର ଚେଷ୍ଟା ମଧ୍ୟ କରନ୍ତି, ଯେପରି ଏହାକୁ କେହି କପି କରିପାରିବେ ନାହିଁ । ସେହିପରି ପିଲାମାନେ ସ୍କୁଲ ସମୟରୁ ନିଜ ଦସ୍ତଖର ଅଭ୍ୟାସ କରନ୍ତି । ହେଲେ ଆଜିକାଲି ଏକ ନିଆରା ଦସ୍ତଖତର ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି । ଏହା ଦସ୍ତଖତକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ନକଲ କରିବାକୁ ପ୍ରୟାସ କରୁଛନ୍ତି, ବିଫଳ […]
Read More...
ବିଶ୍ବ 

ଅନ୍ତର୍ଜାତିକ ଷ୍ଟେସନ୍‌ରେ କେଶ କଟା

ଅନ୍ତର୍ଜାତିକ ଷ୍ଟେସନ୍‌ରେ କେଶ କଟା ମହାକାଶରେ ମହାକାଶଚାରୀମାନଙ୍କ ନାନା ପ୍ରକାରର କାର୍ଯ୍ୟକଳାପ ଇଣ୍ଟରନେଟ୍‌ରେ ଭାଇରଲ୍‌ ହେଇଥାଏ । ନିକଟରେ ମହାକାଶରେ ପିଜା ପାର୍ଟିର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା, ଯାହାକୁ ବହୁ ଲୋକ ପସନ୍ଦ କରିଥିଲେ । ସେହିପରି ମହାକାଶରେ କେଶ କାଟିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ୨୯ ହଜାରରୁ ଅଧିକ ଭୁ୍ୟଅରସ୍‌ ମିଳିସାରିଲାଣି । ଭିଡିଓ ଦୃଶ୍ୟରେ ଏକ ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ରେ ଭାରତୀୟ ବଂଶୋଦ୍ଭବ ତଥା ମହାକାଶଚାରୀ ରାଜା ଚାରି ନିଜ ସାଥୀ ମହାକାଶଚାରୀ […]
Read More...
ବାଣିଜ୍ୟ 

୯୦୦ କର୍ମଚାରୀଙ୍କୁ ବରଖାସ୍ତ କଲେ ସିଇଓ

୯୦୦ କର୍ମଚାରୀଙ୍କୁ ବରଖାସ୍ତ କଲେ ସିଇଓ ନୁ୍ୟୟର୍କ: ନୁ୍ୟୟର୍କର ଏକ କମ୍ପାନୀର ସିଇଓ ଗୋଟିଏ ଷ୍ଟ୍ରୋକରେ ୯୦୦ ଲୋକଙ୍କୁ ବରଖାସ୍ତ କରିଥିଲେ । ଏହା କରିବାକୁ ତାଙ୍କୁ ମାତ୍ର ତିନି ମିନିଟ୍‌ ସମୟ ଲାଗିଲା । କମ୍ପାନୀର ନାମ ହେଉଛି ବେଟର୍‌ ଡଟ୍‌ କମ୍‌ । ଏହାର ସିଇଓ ବିଶାଲ ଗର୍ଗ ନିକଟରେ କମ୍ପାନୀର କର୍ମଚାରୀଙ୍କ ଏକ ଜୁମ୍‌ ମିଟିଂ ଡାକିଥିଲେ । ଏହି ମିଟିଂ ସମୟରେ ହଠାତ୍‌ କର୍ମଚାରୀମାନଙ୍କୁ କାମକୁ ନ ଆସିବାକୁ କୁହାଯାଇଥିଲା । ଏହି ଘଟଣା ପରେ ଡିଜିଟାଲ ଫର୍ଷ୍ଟ […]
Read More...
Feature 

ଅଫିସରେ ଫୋନ ଚାର୍ଜ କରିବା ମନା

ଅଫିସରେ ଫୋନ ଚାର୍ଜ କରିବା ମନା ସାଧାରଣତଃ ଅଫିସରେ ଫୋନରୁ ବ୍ୟାଟେରୀ ସରିଗଲେ ଚାର୍ଜ କରିବାକୁ ଅନୁମତି ଦିଆଯାଇଥାଏ । ହେଲେ କିଛି ଲୋକଙ୍କ ପାଇଁ ଏହି ଅନୁମତି ନାହିଁ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ବାସ୍ତବରେ କାର୍ଯ୍ୟକ୍ଷେତ୍ରରେ ଫୋନ ଚାର୍ଜ କରିବା ବିଦୁ୍ୟତ ଚୋରୀ ଭାବେ ବିବେଚନା କରାଯାଏ । ଅଫିସରେ ଫୋନ ଚାର୍ଜ କରିବା ବନ୍ଦ କରିବାକୁ ଜଣେ ବସ୍‌ଙ୍କ ଏକ ମଜାଦାର ନୋଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନୋଟ୍‌ରେ ସ୍ପଷ୍ଟ ଲେଖାହୋଇଛି […]
Read More...

Advertisement