viral disease
ସ୍ୱାସ୍ଥ  ଓଡ଼ିଶା 

ଟମାଟୋ ଫ୍ଲì ଉପରେ ମନ୍ତବ୍ୟ ରଖିଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଟମାଟୋ ଫ୍ଲì ଉପରେ ମନ୍ତବ୍ୟ ରଖିଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭୁବନେଶ୍ୱର: ଟମାଟୋ ଫ୍ଲì ରୋଗ ସଂପର୍କରେ ନିଜର ପ୍ରତିକ୍ରିୟା ରଖି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ଏହା ଏକ ଭାଇରାଲ ରୋଗ । ଏହାର ଲକ୍ଷଣ ହେଉଛି ପିଲା ଖାଇବ ନାହିଁ, ବାନ୍ତି ହେବ, ଦେହ ଯାକ ଫଳିଯିବ, ନାଲି ପଡ଼ିଯିବ, ଜର ହେବ ଇତ୍ୟାଦି । ରାଜ୍ୟରେ ଏଭଳି କେତେ କେସ୍‌ ଅଛି ଜାଣିବା ପାଇଁ ମେଡିକାଲ କଲେଜ ଗୁଡିକୁ ରିପୋର୍ଟ ମଗାଯାଇଛି । ଆରଏମଆରସି ଏହି ଭାଇରଲ ଭାଇରସର ଚିହ୍ନଟ […]
Read More...

Advertisement