vinil krishna
ଖେଳ 

ବାରବାଟିରେ ଭାରତ-ସାଉଥ ଆଫ୍ରିକା ଟି-୨୦ ମ୍ୟାଚର ପ୍ରସ୍ତୁତି

ବାରବାଟିରେ ଭାରତ-ସାଉଥ ଆଫ୍ରିକା ଟି-୨୦ ମ୍ୟାଚର ପ୍ରସ୍ତୁତି କଟକ: ମଇ ୨୧: କଟକ ବାରବାଟିରେ ହେବ ଭାରତ-ସାଉଥ ଆଫ୍ରିକା ଟି-୨୦ ମ୍ୟାଚ । ଏଥିପାଇଁ ଜୁନ୍‌-୧ରୁ ଆରମ୍ଭ ହେବ ଟିକେଟ ବିକ୍ରି । ୯ ଏବଂ ୧୦ ତାରିଖରୁ ଅଫଲାଇନରେ ଟିକେଟ ବିକ୍ରି କରାଯିବ । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଏଥର କୋଭିଡ୍‌ ମହାମାରୀର ପ୍ରକୋପ କମିଥିବାରୁ ଷ୍ଟାଡିୟମର ପୁରା କ୍ଷମତା ସହିତ ଦର୍ଶକ ଉପସ୍ଥିତ ରହିବେ । ବାଲିଯାତ୍ରା ପଡିଆରେ ହେବ ଗାଡି ପାର୍କିଂ ବ୍ୟବସ୍ଥା । […]
Read More...

Advertisement