Village bees are very hardworking
Feature 

ଗାଁ ମହୁମାଛି ବେଶ୍‌ ପରିଶ୍ରମୀ

ଗାଁ ମହୁମାଛି ବେଶ୍‌ ପରିଶ୍ରମୀ ସାଧାରଣତଃ ଆପଣ ଅନେକ ଥର ଶୁଣିଥିବେ କି ସହରବାସୀଙ୍କ ମୁକାବିଲାରେ ଗାଁ ଲୋକେ ବହୁତ ପରିଶ୍ରମୀ ହୋଇଥାନ୍ତି । ହେଲେ କୀଟପତଙ୍ଗ ପାଇଁ ମଧ୍ୟ ସମାନ କଥା ପ୍ରଯୁଜ୍ୟ କି ? ମହୁମାଛିଙ୍କ ଉପରେ ହୋଇଥିବା ଅନୁସନ୍ଧାନର ଫଳଫାଳ କିଛି ଏପରି ଦର୍ଶାଉଥିବା ବୈଜ୍ଞାନିକମାନେ କହିଛନ୍ତି । ରିସର୍ଚ୍ଚରୁ ଜଣାପଡ଼ିଛି ଯେ ସହରାଞ୍ଚଳ ମହୁମାଛି ଅପେକ୍ଷା ଗାଁରେ ଦେଖାଯାଉଥିବା ମହୁମାଛି ଅଧିକ ପରିଶ୍ରମୀ ଏବଂ ଖାଦ୍ୟ ସନ୍ଧାନରେ ସେମାନେ ୫୦ ପ୍ରତିଶତ ଅଧିକ ଯାତ୍ରା କରିଥାନ୍ତି । […]
Read More...

Advertisement