Vikash Debe case
ଅପରାଧ 

ବିକ୍ରୁ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ନାଟକୀୟ ଢଙ୍ଗରେ ବେକରେ ପ୍ଲାକାର୍ଡ ପିନ୍ଧି ଆତ୍ମସମର୍ପଣ କରିଛି

ବିକ୍ରୁ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ନାଟକୀୟ ଢଙ୍ଗରେ ବେକରେ ପ୍ଲାକାର୍ଡ ପିନ୍ଧି  ଆତ୍ମସମର୍ପଣ କରିଛି କାନପୁର: ଅଗଷ୍ଟ ୯: ବିକ୍ରୁ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ନିଜ ବେକରେ ପ୍ଲାକାର୍ଡ ପିନ୍ଧି ଶନିବାର ଦିନ ଚୋୖବେପୁର ପୋଲିସ ଷ୍ଟେସନରେ ହାଜର ହୋଇଥିଲା । ଜୁଲାଇ ୩ ତାରିଖରେ ହେଇଥିବା ବିକ୍ରୁ ହତ୍ୟାକାଣ୍ଡ ରେ ଆଠ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ସେହି ଘଟଣାର ଅଭିଯୁକ୍ତ ଉମାକାନ୍ତ ଶୁକ୍ଲା ନାଟକୀୟ ଢଙ୍ଗରେ ବେକରେ ପ୍ଲାକାର୍ଡ ପିନ୍ଧି ପୋଲିସ ଷ୍ଟେସନରେ ପହଞ୍ଚିଥିଲା ଏବଂ ବିକ୍ରୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସ୍ୱୀକାର କରି ଅପରାଧ ପାଇଁ […]
Read More...

Advertisement